ବିଜେପିରେ ଯୋଗଦେଲେ ଉତରାଖଣ୍ଡ ବିଧାୟକ ପ୍ରୀତମ ସିଂ ପାନୱାର
![](https://thetruths.in/wp-content/uploads/2021/09/Uttarakhand-MLA-Pritam-Singh-Panwar-joined-the-BJP.jpg)
New Delhi : Pritam Singh Pawar independent MLA from Uttarakhand join BJP in the presence of Smriti Irani in New Delhi on Wednesday, 08 September 2021. (Photo: Anupam Gautam/ IANS)
ନୂଆଦିଲ୍ଲୀ : ଉତରପ୍ରଦେଶର ଧାନାଲଟିରୁ ସ୍ୱାଧୀନ ବିଧାୟକ ପ୍ରୀତମ ସିଂ ପାନୱାର ବୁଧବାର ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି । କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ତାଙ୍କୁ ପ୍ରାଥମିକ ସଦସ୍ୟତାର ସ୍ଲିପ୍ ଦେଇ ତାଙ୍କୁ ବିଜେପିରେ ଆନ୍ତର୍ଭୁକ୍ତ କରିଥିଲେ । ବିଜେପିର ଜାତୀୟ ଗଣମାଧ୍ୟମ ଦାୟିତ୍ୱରେ ଥିବା କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଏବଂ ରାଜ୍ୟସଭା ସାଂସଦ ଅନୀଲ ବାଲୁନି, ଉତର ପ୍ରଦେଶ ବିଜେପି ରାଜ୍ୟ ସଭାପତି ମଦନ କୌଶିକ ଏବଂ ରାଜ୍ୟ ନିର୍ବାଚନ ସହ-ପ୍ରଭାରୀ ଦାୟିତ୍ୱରେ ଥିବା ଆପି ସିଂଙ୍କ ଉପସ୍ଥିତିରେ ପ୍ରତୀମ ସିଂ ପାନୱାର ଏହି ଦଳରେ ଯୋଗ ଦେଇଥିଲେ ।