କେନ୍ଦ୍ରାପଡ଼ା

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲାରେ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ଦାବିରେ ମିଳିତ କ୍ରିୟାନୁଷ୍ଠାନ କମିଟି ଆନ୍ଦୋଳନକୁ ଓହ୍ଲାଇଛି । କମିଟି ପକ୍ଷରୁ ୧୨ ଘଣ୍ଟିଆ ଅର୍ଥନୈତିକ ଅବରୋଧର ଡାକରା ଦିଆଯାଇଛି ।... Read More
ରାଜନଗର : ଭିତରକନିକାରେ ବଢିଲେ ଦେଶୀୟ ପକ୍ଷୀଙ୍କ ସଂଖ୍ୟା। ବିଶ୍ଵପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ଦେଶୀୟ ପକ୍ଷୀ ଗଣନା ଶେଷ ହୋଇଛି । ଚଳିତବର୍ଷ ୨୬ହଜାର ୧୧୮ ଟି ବସାରୁ ୧ଲକ୍ଷ ୨୩ହଜାର ୮୬୭... Read More
ରାଜନଗର : ଆଜି ଠାରୁ ଭିତରକନିକା ଜାତୀୟ ଉଦ୍ୟାନରେ ଦେଶୀୟ ପକ୍ଷୀଙ୍କ ଗଣନା ଆରମ୍ଭ। ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ୫ଦିନ ଧରି ସକାଳ ୬ଟା ରୁ ଦିନ ୧୨ଟା ପର୍ଯ୍ୟନ୍ତ ଚାଲିବ ଏହି... Read More
କେନ୍ଦ୍ରାପଡ଼ା : ଆଜି ଠାରୁ ଭିତରକନିକାରେ ଦେଶୀ ପକ୍ଷୀଗଣନା । ୪ଟି ଟିମ୍‌ରେ ୧୬ ଜଣ କର୍ମଚାରୀ ଏହି ଗଣନା କାର୍ଯ୍ୟରେ ନିୟୋଜିତ ରହିଛନ୍ତି । ସକାଳ ୬ଟାରୁ ଦିନ ୧୨ ପର୍ଯ୍ୟନ୍ତ ଚାଲିବ... Read More
କେନ୍ଦ୍ରାପଡ଼ା : ଆଜିଠୁ ପୁଣି ପର୍ଯ୍ୟଟକଙ୍କ ପାଇଁ ଖୋଲିଛି ଭିତରକନିକା ଜାତୀୟ ଉଦ୍ୟାନ। ୩ ମାସର କଟକଣା ହଟିଲା ପରେ ଭିତରକନିକାକୁ ପୁଣି ପର୍ଯ୍ୟଟକଙ୍କ ସମାଗମ ହେବ । ପର୍ଯ୍ୟଟକମାନେ ଗୁପ୍ତି, ଡାଙ୍ଗମାଳ ଓ... Read More
ରାଜନଗର : ଆଜିଠୁ ଖୋଲିବ ଭିତରକନିକା । ୩ମାସ ଧରି ବନ୍ଦ ରହିବା ପରେ ମଙ୍ଗଳବାର (ଅଗଷ୍ଟ ୧ ତାରିଖ) ଠାରୁ ଭିତରକନିକା ଜାତୀୟ ଉଦ୍ୟାନ ଖୋଲିବ । ବଉଳା କୁମ୍ଭୀର ମାନଙ୍କ ପ୍ରଜନନ... Read More
ପଟ୍ଟାମୁଣ୍ଡାଇ : କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବନ୍ତପାଟଣା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି। ଗୁଣି ଗାରେଡି ସନ୍ଦେହରେ ଜଣଙ୍କୁ ହତ୍ୟା । ମୃତକ ହେଲେ ହରନାବେବି ଗାଁର ମଣିଚରଣ ସାହୁ । ଦୀର୍ଘ ଦିନ... Read More
ଆଳି : କେନ୍ଦ୍ରାପଡା ଜିଲା ଆଳିରେ ଶିଆଳ ଆତଙ୍କ । ୨ଦିନରେ ୩୦ଜଣଙ୍କୁ କାମୁଡିଲାଣି ଶିଆଳ । ଲୋକେ ଘରୁ ବାହରିବାକୁ ଭୟ କରୁଛନ୍ତି । ଘରୁ ବାହାରିଲେ ଠେଙ୍ଗାବାଡି ଧରି ବାହାରୁଛନ୍ତି ।... Read More
କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ାରେ ପୁଣି କୁମ୍ଭୀର ଆତଙ୍କ । ଜଣେ ବୃଦ୍ଧଙ୍କୁ ଟାଣିନେଲା କୁମ୍ଭୀର । ଆଜି ଭୋରୁ ଭୋରୁ କେନ୍ଦ୍ରାପଡା ବ୍ଲକ ଘାଗରା ପଞ୍ଚାୟତରେ ଅଘଟଣ । ଘଗରାଡିଆର ଗଙ୍ଗାଧର ତରାଇ ଶୌଚ... Read More
କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ରାଜନଗର ହାତିଆଗଡି ଗାଁରେ ଅଭାବନୀୟ ଘଟଣା । ହାତିଆଗଡି ଗାଁର ମହିଳା ସୀତାରାଣୀ ଦାସ ତାଙ୍କ ବାଡ଼ି ପଛପଟ ପୋଖରୀ ତୁଠରେ ବାସନ ମାଜୁଥିଲେ । ଏହି ସମୟରେ ତାଙ୍କୁ... Read More

Categories

You may have missed