ବାଲେଶ୍ୱର : ୧୮ରୁ ୪୪ବର୍ଷ ବୟସ୍କଙ୍କ ପାଇଁ ଆଜି ସନ୍ଧ୍ୟା ୫ଟାରୁ ସ୍ଲଟ ବୁକିଂ
ବାଲେଶ୍ୱର : ବାଲେଶ୍ୱର ଜିଲାରେ ଟିକାକରଣ ପାଇଁ ବୁଧବାର ସନ୍ଧ୍ୟା ୫ଟାରୁ ସ୍ଲଟ ବୁକିଂ ଆରମ୍ଭ ହେବ । ଏହି ସ୍ଲଟ ୧୮ରୁ ୪୪ବର୍ଷ ବୟସ୍କଙ୍କ ପାଇଁ ପ୍ରଦାନ କରାଯିବ ।
Vaccination schedule details for 18-44 age group…on 17, 18 and 19th June, 2021.
— DM Balasore (@DBalasore) June 16, 2021
Online registration will start today i.e.16th June at 5pm.
Kindly book a slot by following the instructions given below on Cowin portal. pic.twitter.com/feGqt95ieG
ଟିକା ନେଇ ନଥିବା ବ୍ୟକ୍ତିବିଶେଷ କୋ-ଓ୍ବିନ (କୋ-win) ପୋର୍ଟାଲକୁ ଯାଇ ଏହି ସ୍ଲଟ ବୁକିଂ କରିପାରିବେ ବୋଲି ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
Good job
thnks