ଆମ ସମ୍ପର୍କରେ


     ବର୍ତ୍ତମାନର ଯୁଗ ଡ଼ିଜିଟାଲର । ଲୋକଙ୍କ ପାଖରେ ଧୈର୍ଯ୍ୟ ଓ ସମୟର ଘୋର ଅଭାବ । ବାସି ଖବର ଜାଣିବା ପାଇଁ ଆଉ ମୁଦ୍ରିତ ସମ୍ବାଦପତ୍ର ପଢିବା କିମ୍ବା ଟେଲିଭିଜନ ଚ୍ୟାନେଲ୍‍ ଖୋଲିବାକୁ ସମୟ ନାହିଁ । ଏହି ପରିପ୍ରେକ୍ଷୀରେ ଲୋକଙ୍କ ହାତପାହାନ୍ତାରେ ତାଜା ଖବର ସାଙ୍ଗକୁ ଫଟୋ ଓ ଭିଡ଼ିଓ ପ୍ରକାଶ କରିବା ଦିଗରେ ‘ଡ଼ିଜିଟାଲ୍ ଗଣମାଧ୍ୟମ’ ଏକ ପ୍ରମୁଖ ବିକଳ୍ପ । ଓଡ଼ିଆଭାଷୀ ଜନସାଧାରଣଙ୍କ ନିକଟରେ ରାଜ୍ୟ ଓ ଦେଶର ତାଜା ଖବର ସହିତ ଓଡ଼ିଆ କଳା-ସଂସ୍କୃତି, ସିନେମା, ସାହିତ୍ୟ, ରାଜନୀତି, ଜୀବନଚର୍ଯ୍ୟା, ପର୍ଯ୍ୟଟନ ସ୍ଥାନ, ପର୍ବପର୍ବାଣୀ ଆଦିକୁ ନେଇ ଆପଣଙ୍କ ହାତମୁଠାରେ ଉପଲବ୍ଧ : TheTruths।

Categories

You may have missed