କବିତା

ବାଲେଶ୍ୱର : ବାଲେଶ୍ୱର ସହର ଉପକଣ୍ଠ କୁୁରୁଡ଼ା ସ୍ଥିତ ଏକ ଘରୋଇ କଲ୍ୟାଣମଣ୍ଡପ ପରିସରରେ କବି ଜଳଧର ପଣ୍ଡାଙ୍କ କବିତା ସଂକଳନ ‘ବାୟାବସା’ ଲୋକାର୍ପିତ ହୋଇଯାଇଛି । ଆୟୋଜିତ ଉତ୍ସବରେ ରେବତୀ ପତ୍ରିକାର ସମ୍ପାଦିକା... Read More
ବାଲେଶ୍ୱର : ବାଲେଶ୍ୱର ସହର ପାଣିଟାଙ୍କି ସ୍ଥିତ ଆତିଥ୍ୟ ଭବନରେ ଡା. ନବକିଶୋର ପ୍ରଧାନଙ୍କ ଲିଖିତ କବିତା ପୁସ୍ତକ ‘କିଏ ସେ ଡାକୁଛି’ ଉନ୍ମୋଚିତ ହୋଇଛି । ମୁଖ୍ୟଅତିଥି ଭାବେ ଡ. ରମାକାନ୍ତ ବେହେରା... Read More
ଭୁବନେଶ୍ୱର : ବିଶିଷ୍ଟ କବି ଡ. ରାଜେନ୍ଦ୍ର କିଶୋର ପଣ୍ଡା ସାହିତ୍ୟ ନିମନ୍ତେ ରାଷ୍ଟ୍ରୀୟ କୁଭେମ୍ପୁ ପୁରସ୍କାର ଗ୍ରହଣ କରିଛନ୍ତି । ଡ. ପଣ୍ଡାଙ୍କ ଭୁବନେଶ୍ୱର ବାସଭବନରେ ଏହି ପୁରସ୍କାର ପ୍ରଦାନ କରାଯାଇଛି ।... Read More
ମୁଁ ଗୋଟେ ଝିଅଜନ୍ମ ହେବାର ପ୍ରଥମ ଦିନରୁଗଡଉଛି ମୁଁହି ଲୁହକାରଣ ମୁଁ ଗୋଟେ ଝିଅକି ପାପ କରିଛି ପୂର୍ବ ଜନମ ରେଝିଅ ହୋଇ ଜନ୍ମ ନେଲିଜନ୍ମ ହେଲି ବୋଲି ଝିଅ ଟିଏ ହୋଇସଭିଙ୍କୁ ମୁଁ... Read More
ଜାଣି ମୁଁ ନଥିଲି କୋରୋନା ମୋତେ ଯେଏତେ ଭଲ ପାଏ ବୋଲିତା କୋଳ କୁ ନେଇ ତା ରୂପ ଦେଖେଇମୃତ୍ୟୁ ମୁଖେ ଦେବ ଠେଲି ।।(ଜାଣି ମୁଁ ନଥିଲି କୋରୋନା ମୋତେ ଯେଏତେ ଭଲ... Read More
ବନସ୍ତେ ଡାକିଲା ଗଜବରଷକେ ଥରେ ଆସିଛି ରଜ,ଆସିଛି ରଜ ଲୋଘେନି ନୂଆ ସଜବାଜ ।। ରାଶିରୁ ଛାଡ଼ିଲା ଚୋପାଗୋଡ଼ରେ ନାଇଛୁ ସରୁ ଅଳତା,ନାଇଛୁ ସରୁ ଅଳତା ଲୋମଥାରେ ସିନ୍ଦୂର ଟୋପା ।। ଉଡ଼ିଲା ଶୁଆ... Read More
ଚାକିରି ନ ପାଇ ନିଜ ରାଜ୍ୟ ଛାଡିଯାଇଥିଲି ବହୁ ଦୁଃଖେବାହାର ରାଜ୍ୟ ରେ ରୋଜଗାର କରିରହୁଥାଏ ବହୁ ସୁଖେ ।।ରୋଜଗାର କରି ସେଥିରୁ କିଛି ମୁଁଘରକୁ ପଠାଇ ଥାଏଘର ଲୋକେ ମୋର ମାସ ଶେଷ... Read More
ତିନୋଟି ଅକ୍ଷରେ ନାମଟି ତାହାରକରୁଥାଏ ସାରା ଦୁନିଆଁକୁ ଥରହରକେତେ ପାପ ତୁମେ କରିଛ ଜୀବନେଦେବାକୁ ଆସିଛି ସେ ଉପହାର ।।।।ତିନୋଟି ଅକ୍ଷରେ ନାମଟି ତାହାର।।।କେତେ ଯେ ଜୀବକୁ ହତ୍ୟା କରି ତୁମେପେଟକୁ ଦେଇଛ ଆହାରତିନୋଟି... Read More
କାହିଁକି କେଜାଣି ମଣିଷ କୁହନ୍ତିଠାକୁର ଅଛନ୍ତି ବୋଲିଖରାପ କାମ ଯେବେ କରୁଥାନ୍ତିଏକଥା ଯାଆନ୍ତି ଭୁଲି….. ଠାକୁର ଅଛନ୍ତି ସବୁ ଦେଖୁଛନ୍ତିଏକଥା ବି ସବୁ କୁହନ୍ତିଠାକୁର କଥାକୁ ପଛରେ ପକେଇଖରାପ କାମରେ ମାତନ୍ତି……. ଠାକୁର ନାମରେ... Read More

Categories

You may have missed