ଆଜିର ଭାଗ୍ୟଫଳ (ରବିବାର, ୧୧/୭/୨୦୨୧)
![](https://thetruths.in/wp-content/uploads/2021/07/Today-Horoscope-9.jpg)
ମେଷ :-
ଆଜି ନେଗେଟିଭ ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ ଯିଏ ଆପଣଙ୍କ ସମୟ ବର୍ବାଦ କରିବେ । ପ୍ରେମ ଜୀବନରେ ଭୁଲ ବୁଝାମଣା ହୋଇପାରେ । ଯେଉଁ ଲୋକ ନୂଆ ବ୍ୟାପାର କରିବାକୁ ଚାହୁଁଛନ୍ତି ତାଙ୍କୁ ସାଙ୍ଗ ମାନଙ୍କ ଠାରୁ ବହୁତ କାଫି ଫାଇଦା ହୋଇବ । କୌଣସି ନିର୍ନୟ ନେବା ପୂର୍ବରୁ ଭାବି ଚିନ୍ତି କରନ୍ତୁ । କାମ ମାମଲାରେ ନିଜ କାମ ଉପରେ ଧ୍ୟାନ କରନ୍ତୁ ।
ବୃଷ :-
ଆଜି ସ୍ୱାସ୍ଥ୍ୟ ମାମଲାରେ ଆପଣଙ୍କର ଦିନ ବହୁତ ଭଲ ରହିବ । ସରକାରୀ ଅଫିସରଙ୍କ ସହ ସମ୍ପର୍କ ହେବ । ରିସ୍କ ଉଠାଇବା ବା ବ୍ୟସ୍ତ ହେବାରୁ ବଞ୍ଚନ୍ତୁ । ଅଳ୍ପ ଦାୟିତ୍ଵ ହୀନତା ହାନି ହୋଇପାରେ , ବିଶେଷ କରି ଗୃହିଣ ସାବଧାନ ରଖନ୍ତୁ । ଯଦି ଆପଣ ଆଉ କାହାର ସାହାର୍ଯ୍ୟ କରିବା ପାଇଁ ଚାହୁଁଛନ୍ତି ନିଶ୍ଚିତ କରନ୍ତୁ । ବ୍ୟବସାୟରେ ନୂଆ ଅବସରର ପ୍ରାପ୍ତ ହେବ ।
ମିଥୁନ :-
ମିଥୁନ ରାଶିର ଲୋକଙ୍କ ସହିତ ସମ୍ପର୍କ କରିବା ପାଇଁ ଚେଷ୍ଟା କରିବେ । ଶନି ଦେବଙ୍କ କୃପା ଦ୍ରୁଷ୍ଟି ଆପଣଙ୍କ ଉପରେ ଲଗାତାର ବନିବ । ନୂଆ କାମ ଓ ନୂଆ ବ୍ୟବସାୟ ଡିଲ ସାମ୍ନାକୁ ଆସିପାରେ । ଅସୁବିଧାକୁ ସାମ୍ନା କରିବା ପାଇଁ ଦିନ ବହୁତ ଭଲ ରହିବ । ଅଫିସରେ ଆପଣଙ୍କୁ ଅଧିକ କାର୍ଯ୍ୟର ବୋଝ ବଢିପାରେ । କିନ୍ତୁ ଏଥିରେ ଟେନସନ ହେବାର କୌଣସି କାରଣ ନହିଁ ।
କର୍କଟ :-
ଆଜିର ଦିନ ଆପଣଙ୍କ ପାଇଁ ସୁଖମୟ ରହିବ । ଶାରୀରିକ ଚୁସ୍ତି ଫୁର୍ତି ବନି ରହିବ । ପ୍ରଭାବ ସଲି ବ୍ୟକ୍ତିଙ୍କର ମାର୍ଗ ଦର୍ଶନ ବା ସହଯୋଗ ପ୍ରାପ୍ତ ହେବ । ଆୟର ନୂଆ ସ୍ରୋତ ପ୍ରାପ୍ତ ହେବ । ଶତ୍ରୁ ସକ୍ରିୟ ରହିବେ । ଦୁଷ୍ଟ ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ ନହେଲେ କ୍ଷତି ହୋଇପାରେ । ସନ୍ତାନଙ୍କ ତରଫରୁ ଶୁଭ ସମାଚାର ମିଳିବ । ବ୍ୟବସାୟରେ ସୁନ୍ଦର ସୁଯୋଗର ପ୍ରତି ହେବ ।
ସିଂହ :-
ଆଜି ବ୍ଯବସାୟିକ ଲାଭରେ ମନ ଖୁସି ରହିବ । ସ୍ଵଭାବର ତେଜୀ ବଢିବ ବା ଟିକେ ସମସ୍ଯା ଆସିବ । ଦିନ ଆପଣଙ୍କ ପାଇଁ ଟିକେ ସାବଧାନ ଭରା ରହିବ । କାହା ଦ୍ଵାରା କିଛି ପାଇବା ପାଇଁ ଚେଷ୍ଟା କରନ୍ତୁ ନହିଁ । ଅଧିକ ଅପେକ୍ଷା ସଂପର୍କ ଭିତରେ ପ୍ରତିବନ୍ଧକ କରିବ । ବିବାହିତା ଜୀବନରେ ନୂଆ ମୋଡ ଦେଖିବାକୁ ମିଳିବ । ଧନର ଆଗମନ ହେବ ।
କନ୍ୟା :-
ଆର୍ଥିକ ସ୍ଥିତି କିଛି ଚିନ୍ତା ଉତ୍ପନ କରିପାରେ । ପାର୍ଟନର ଶିପରେ କରାଯାଇଥିବା କାମ ଫାଇଦା ମନ୍ଦ ହୋଇପାରେ । ବ୍ୟାପାରରେ ନୃଧି ହେବ । ଅଫିସରେ ବେତନ ବୃଦ୍ଧି ହେବ । ଆପଣଙ୍କ ଉଦାର ସ୍ଵଭାବ ଲାଗି ଲୋକଙ୍କ ନିଜ ତରଫରୁ ଆକର୍ଷଣ କରିବାରେ ସଫଳ ରହିବେ । ବ୍ୟାପାରରେ ବୃଦ୍ଧି ହେବ । ଅଫିସରେ ବେତନ ବୃଦ୍ଧି ହେବ ।
ତୁଳା :-
ଆଜି ଆପଣ ସମ୍ପତିର କାମ କାର୍ଯ୍ୟ ଉପରେ ଧ୍ୟାନ ରଖନ୍ତୁ । ଆପଣଙ୍କ ପ୍ରରାକ୍ରମ ବଢିପାରେ । ଆଜିର ଦିନ ବୁଝି ବିଚାରୀ କାମ କରନ୍ତୁ, କିନ୍ତୁ ସେତେ ପର୍ଯ୍ୟନ୍ତ ନିଜର ବିଚାର ବ୍ୟକ୍ତ କରନ୍ତୁ ନହିଁ । ପ୍ରେମ ଜୀବନ ବହୁତ ଭଲ ରହିବ । ବେକାର ଖର୍ଚ ବଢି ପାରେ ।
ବିଛା :-
ଆଜି ପଇସା ଲେନଦେନରେ ଆପଣଙ୍କୁ ସତର୍କ ରହିବାକୁ ହେବ । ପିଲା ମାନଙ୍କ ଠାରୁ କୌଣସି ଉପହାର ମିଳିପାରେ । ନିଜ ଜୀବନରେ କାହାର ଆଲୋଚନା କରନ୍ତୁ ନହିଁ, କାରଣ ଏମିତି କରିବା ଦ୍ଵାରା ସମ୍ପର୍କ ଖରାପ ହୋଇପାରେ । ପାର୍ଟନର ଶିପ ବା ସଂପର୍କକୁ ନେଇକି ଆପଣଙ୍କ ମନରେ କୌଣସି ପ୍ରକାର ଚିନ୍ତା ଆସିବ ତେବେ ତାର ସମାଧାନ ମିଳିବ ।
ଧନୁ :-
ବେରୋଜଗାରି ଦୂର କରିବାରେ ସଫଳ ରହିବେ । ଗୋଟିଏ ପାରିବାରିକ ଆୟୋଜନରେ ଆପଣ ସବୁ ଧ୍ୟାନର କେନ୍ଦ୍ର ହେବେ । ବାହାର ବ୍ୟାକ୍ତିଙ୍କ କଥାରେ ଆସନ୍ତୁ ନହିଁ । ବଡ କାମ କରିବାର ମନ ବଳାଇବେ । ଜୀବନ ସାଥି ମିସିକି କୌଣସି ବଡ କାମ କରିବେ । ଆପଣଙ୍କ ଜୀବନ ଶୈଳୀ ଠିକ ରହିବ ।
ମକର :-
ଧାର୍ମିକ କାର୍ଯ୍ୟ ପାଇଁ ଦିନ ବହୁତ ଭଲ ରହିବ । ଦାୟିତ୍ଵ ନିଭାଇବା ପାଇଁ ଆଜି ସୁଯୋଗ ମିଳିବ । ଆପଣଙ୍କ ସାମନାକୁ କିଛି ଭଲ ସୁଯୋଗ ମିଳିବ । ଆପଣ ତାର ଲାଭ ଉଠାଇବା ପାଇଁ ପ୍ରସ୍ତୁତ ରୁହନ୍ତୁ । ସବୁ କଥାକୁ ଆପଣଙ୍କର ପୁରା ଭଲରେ ବୁଝି ସୁଝି ବିଚାର କରାଯିବ । ଆର୍ଥିକ ପକ୍ଷ ମଜଭୁତ ରହିବ । ପରିବାର ସହିତ ସୁଖରେ ସମୟ ବିତାଇବେ ।
କୁମ୍ଭ :-
ଆଜି ବ୍ୟାପାରରେ ନୂଆ କାମ ଆରମ୍ଭ କରିବା ପାଇଁ ଦିନ ବହୁତ ଭଲ ଅଟେ । ମନୋରଞ୍ଜନର ଅବସର ପ୍ରାପ୍ତ ହେବ । କୌଣସି ପ୍ରଭାବଶାଳି ବ୍ୟକ୍ତିଙ୍କ ସହଯୋଗ ଦ୍ଵାରା କାର୍ଯ୍ୟରେ ବାଧା ଦୂର ହେବ । ନୂଆ କାମ ମିଳିପାରେ । ବାହାରକୁ ଯିବା ପୂର୍ବରୁ ଟିକେ ଦହି ଚିନୀ ଖାଇକି ବାହାରକୁ ବାହାରନ୍ତୁ । ଆଜିର ଦିନ ଆପଣଙ୍କୁ ବହୁତ ଧର୍ଜ୍ୟର ସହିତ ବିତାଇବାକୁ ହେବ ।
ମୀନ :-
ଆଜି କାମ କାର୍ଯ୍ୟର ଫଳ ଆପଣଙ୍କ ପାଖରେ ରହିବ । ପାଖ ଲୋକଙ୍କ ସହିତ ଦେଖାଅ ହୋଇପାରେ । ସାଙ୍ଗ ମାନଙ୍କୁ କୌଣସି ବିଷୟ ଉପରେ ବୁଝିବାର ସାହାର୍ଯ୍ୟ ମିଳିବ । ସ୍ୱାସ୍ଥ୍ୟ ବହୁତ ଭଲ ରହିବ । ପ୍ରେମୀମାନେ ଜେନ ଅନ୍ୟଜନଙ୍କୁ ଉପହାର ଦେବେ । ଆପଣଙ୍କ ରହିଯାଇଥିବା କାମ ଆଜି ପୁରା ହେବ ।