ଆଜିର ଭାଗ୍ୟଫଳ (ସୋମବାର, ୧୯/୭/୨୦୨୧)

ମେଷ :-
ଆଜି ଆସୁବିଧାର ତେଜିରେ ମୁକାବିଲା କରିବା ପାଇଁ ଆପଣଙ୍କ କ୍ଷମତା ଆପଣଙ୍କୁ ଖାସ ଚିହ୍ନାଇବ । ଆଜି ଆପଣଙ୍କୁ ମହତ୍ଵ ପୂର୍ଣ ମାମଲାରେ ଧ୍ୟାନ ଲଗାଇବାର ଆବଶ୍ୟକତା ରହିଛି । ବାହାର ଲୋକଙ୍କ ହସ୍ତକ୍ଷେପ ଆପଣଙ୍କ ବୈବାହିକ ଜୀବନରେ ଅସୁବିଧା ଉତ୍ପନ କରିପାରେ । ଦିନ ଆପଣଙ୍କ ଆନନ୍ଦ ଦାଯକ ସାବିତ ହେବ । କାର୍ଯ୍ୟ କ୍ଷେତ୍ରରେ ବଡ ସଫଳତା ଆପଣଙ୍କୁ ଦେଖିବାକୁ ମିଳିବ ।
ବୃଷ :-
ଆଜି କୌଣସିବି କାମରେ ଜଲ୍ଦ ବାଜି ବାଧା ବନିବ । ସଜାଗ ହୋଇକି ଠିକ ସୁଯୋଗର ଅପେକ୍ଷା କରନ୍ତୁ । ଚାକିରିରେ ମହତ୍ଵ କଙ୍ଖ୍ୟର ପୂରଣ ହେବାର ଦିନ ଅଟେ ସେଥି ପାଇଁ ଚେଷ୍ଟା ଜାରି ରଖନ୍ତୁ । କିନ୍ତୁ ମନେ ରଖନ୍ତୁ ଏମିତି କିଛି କାର୍ଯ୍ୟ କରନ୍ତୁ ନାହିଁ ଯାହା ଆପଣଙ୍କୁ ବୋଝ ଲାଗିବ । ଅନ୍ଯଥା ବାଦ ବିବାଦ ହୋଇପାରେ । ଯଦି ଆପଣ ନିଜ କାମକୁ ବଢାଇବା ପାଇଁ ଭାବୁଛନ୍ତି, ତେବେ ଆଜିର ଦିନ ଅଶୁଭ ଅଟେ ।
ମିଥୁନ :-
ରହିଯାଇଥିବା ଧନ ଆପଣ ଫେରି ପାଇବେ । ବାଦ ବିବାଦରୁ ବଞ୍ଚିକି ରହିବାର ସଜେସନ ଦିଆଯାଉଛି । ନୂଆ କାମ ଆରମ୍ଭ କରିବା ପରିବର୍ତେ ପୁରୁଣା କାମ ସରାଇବାକୁ ଅଧିକ ଧ୍ୟାନ ଦିଅନ୍ତୁ । ଯେଉଁ ଲୋକ ଅବିବାହିତ ଅଛନ୍ତି ତାଙ୍କ ପାଇଁ ଦିନ ଭଲ ରହିବ । ଅନ୍ୟଠୁ ଅଧିକ ସଫଳତା ପାଇବା ପାଇବା ପାଇଁ ମନ ଦ୍ରୁତ ହୋଇପାରେ ।
କର୍କଟ :-
ପ୍ରେମ ସମୟ ପାଇଁ ଏହି ସମୟ ଆପଣଙ୍କ ପାଇଁ ବହୁତ ଭଲ ଅଟେ । ଆଜି ଆପଣଙ୍କୁ ସବୁ କ୍ଷେତ୍ରରେ ଲାଭ ମିଳିବାର ଯୋଗ ରହିଛି । ଆପଣଙ୍କୁ ଚାକିରିରେ ଉଚ ଅଧିକାରୀଙ୍କ ପୁରା ସହଯୋଗ ମିଳିବ । ହୋଇପାରେ ଆଜି ଆପଣଙ୍କର କୌଣସି କାର୍ଯ୍ୟ ପୁରା ହେଉ ହେଉ ରହିଯିବ । ହଠାତ ଆପଣଙ୍କୁ ଲାମ୍ବା ଯାତ୍ରା କରିବାକୁ ପଡିପାରେ ।
ସିଂହ :-
ଆଜି ଧାର୍ମିକ ଭାବନା ଓ ଆସ୍ଥା ବଢିବ । ଯାହା ଦ୍ଵାଡ଼ା ପୂଜା ପାଠ ଏବଂ ଧାର୍ମିକ କାର୍ଯ୍ୟରେ ଆପଣ ସକ୍ରିୟ ରହିବେ । ଭୂମି ଆଉ ପ୍ରପର୍ଟି କାମରେ ଧନ ଲାଭର ଯୋଗ ରହିଛି । କୌଣସି ନୂଆ କାମ କରିବାକୁ ଭାବୁଛନ୍ତିତ ଆପଣଙ୍କ ସାମ୍ନାରେ କିଛି ଆଉ କାମ ଆସିପାରେ । ଆବାସ ନିବାସର ସମସ୍ଯାର ସମାଧାନ ହୋଇବ । ବିଦେଶରେ ଅଧ୍ୟୟନ କରିବାର ଯୋଗ ବନିବ ।
କନ୍ୟା :-
କିଛି ଲୋକଙ୍କ ଉପରେ ବେକାରରେ ରାଗ କରିବା ହେତୁ ସ-ମ୍ପ-ର୍କ ବିଗିଡି ପାରେ । ଆପଣଙ୍କୁ ପତ୍ନୀ ପକ୍ଷ ଓ ପତ୍ନୀଙ୍କ ତରଫରୁ ପୂର୍ଣ ସହଯୋଗ ମିଳିବ । ବିପଦରୁ ବାହାରକୁ ବାହାରିବା ପାଇଁ ଆପଣଙ୍କୁ ନିଜ ଲୋକଙ୍କ ସାହାର୍ଯ୍ୟ ନେବା ଦରକାର । ସନ୍ତାନଙ୍କ ପକ୍ଷରୁ କୌଣସି ଭଲ ଖବର ମିଳିପାରେ ।
ତୁଳା :-
ଆଜି ଆପଣ ଧାର୍ମିକ କାର୍ଯ୍ୟରେ ସାମିଲ ହୋଇବେ । ସହ କର୍ମଚାରୀଙ୍କ ସହିତ ଆପଣ କୌଣସି ବଡ କାର୍ଯ୍ୟ କରିବେ । ଏମିତି ସୂଚନାକୁ ଉଜାଗର କରନ୍ତୁ ନାହିଁଯାହା ବ୍ୟକ୍ତିଗତ ଓ ଗୋପନୀୟ ଅଟେ । ଅସଜତା କାରଣରୁ ଆପଣଙ୍କ ବୈବାହିକ ଜୀବନରେ ନିଜକୁ ଫଶି ଯାଇଥିବା ଅନୁଭବ କରିବେ । ଲକ୍ଷ ପୁରା କରିବାର ପ୍ରୟାସ ଜାରି ରଖିବେ ।
ବିଛା :-
ଆଜିର ଦିନରେ ଆପଣଙ୍କ ନିଜ ଆତ୍ମ ବିଶ୍ଵାସର ସହିତ କାମ କରିବାର ଅଛି । ଆଉ ସେଥିରେ ଆପଣଙ୍କୁ ନିଶ୍ଚିତ ଭାବରେ ସଫଳତା ମିଳିବ । ରାଜନୈତିକ କ୍ଷେତ୍ରରେ ଜଡିତ ଲୋକଙ୍କୁ ସଫଳତା ମିଳିବ । ପରିବାରରେ କୌଣସି ଧାର୍ମିକ ଆଯୋଜନର ରୂପ ରେଖ ବନିବ । ଆପଣଙ୍କୁ କାହାଠାରୁ ଉପହାର ମିଳିପାରେ ।
ଧନୁ :-
ଆଜି ଆପଣ ସବୁ ମାମଲା ଉପରେ ବହୁତ ଭଲ ପ୍ରତିକୟା ଦେବେ । ଆଜି ଆପଣ ଅସ୍ଵସ୍ଥ ପଚନ କ୍ରିୟା ବା ମୁଣ୍ଡ ବିନ୍ଧାର ଶିକାର ହୋଇପାରନ୍ତି । କୌଣସି ଜରୁରୀ କାମରେ ଆପଣଙ୍କୁ ସାଙ୍ଗ ମାନଙ୍କ ସପୋଟ ମିଳିବ । ଆପଣଙ୍କୁ ଭାଗ୍ୟର ସାଥ ମିଳିବ । ଆପଣଙ୍କୁ ମୌଜ ମସ୍ତିର କୌଣସି ଭଲ ସୁଯୋଗ ମିଳିବ । ପଇସା ମାମଲାରେ ସମାଧାନରେ ଆପଣ ସଫଳ ହେବେ ।
ମକର :-
ଆଜି ଯଦି କାହାକୁ ପ୍ରେମ ପ୍ରକାଶ କରିବାର ଅଚ୍ଛିତ ସଫଳତା ମିଳିବାର ଅଧିକ ସମ୍ଭାବନା ରହିଛି । ମନରେ ପଇସାକୁ ନେଇ ବହୁତ ପ୍ରକାର ବିଚାର ଆସିପାରେ । ଏହା ଉପରେ ତୁରନ୍ତ କୌଣସି ପଦକ୍ଷେପ ଉଠାଇ ପାରନ୍ତି । ଯେଉଁ ମାନେ ବ୍ୟାପାର କାମ କାର୍ଯ୍ୟକୁ ନେଇକି ନିବେଶ କରିବାକୁ ଚାହୁଁ ଛନ୍ତି, ତେବେ କରନ୍ତୁ ନାହିଁ ।
କୁମ୍ଭ :-
ଆଜି ଘରେ ପରିବାର ଜନଙ୍କ ଆପଣଙ୍କ ପ୍ରତି ବିରୋଧ ଭାବ ରହିବ । କାର୍ଯ୍ୟକୁ ପ୍ରାରମ୍ଭ କରିବା ପରେ ମଧ୍ୟ ସେ ଅପୂର୍ଣ ରହିବେ । ସାଙ୍ଗ ମାନଙ୍କ ସହିତ ସ-ମ୍ପ-ର୍କରେ ସୁଧାର ଆସିବ । ଆପଣଙ୍କୁ ଭୌତିକ ସୁଖ ସୁବିଧା ପ୍ରତି ରୁଚି ବଢିବ । କାମକୁ ଯିବାକୁ ମନ ଇଛା ହେବନି । ଦୃଷ୍ଟଜନ ହାନି ପହଞ୍ଚାଇବାକୁ ଚେଷ୍ଟା କରନ୍ତୁ ।
ମୀନ :-
ଆଜି ଦିନରେ ପରିବାର ସଦସ୍ୟ ଆପଣଙ୍କ ଜୀବନରେ ବିଶେଷ ମହତ୍ଵ ରହିଛି । ପରିବାର ସହିତ ସାମାଜିକ ଗତିବିଧି ସବୁକୁ ଖୁସି ରଖିବେ । ନିଜ ପାଗଳ ପଣକୁ କାବୁରେ ରଖନ୍ତୁ । ନହେଲେ ଆପଣଙ୍କ ପ୍ରେଅମ ସମ୍ବନ୍ଧକୁ ମୁସ୍କିଲରେ ପକାଇ ପାରେ । ରାଜକୀୟ ମାମଲାରେ ଆପଣଙ୍କୁ ସଫଳତା ମିଳିବ ।