ପଥରକୁ ପାଣି ମାଗିଲେ
ପଥର କଣ ପାଣି ଦେଇ ପାରିବ
ନା ଅନ୍ଧାର କୁ
ଆଲୋକ ମାଗିଲେ ଅନ୍ଧାର କଣ
ଆଲୋକ ଦେଇ ପାରିବ
ବନ୍ଧୁ
ମଣିଷ କୁ ଭବିଷ୍ଯତ ମାଗିଲେ
କଣ ଭବିଷ୍ଯତ ଦେଇ ପାରିବ
କିନ୍ତୁ
ନିଜକୁ ଭବିଷ୍ଯତ
ଦେଖିବାକୁ ପଡିବ
କାହିଁକି ନା
ଭବିଷ୍ଯତ କଉ ହାଟରେ
ବିକ୍ରୀ ହୁଏ ନାହିଁ ।।
♻️♻️♻️♻️♻️♻️♻️♻️♻️
? ଜୟ ଜଗନ୍ନାଥ ?
Post Views: 892