ପୁରୀ : ପୁରୀ ଶ୍ରୀମନ୍ଦିରରେ ଅଘଟଣ। କାଳବୈଶାଖୀ ବର୍ଷା ପବନ ଯୋଗୁଁ ନୀଳଚକ୍ର ବାନା ବାଉଁଶ ଭାଙ୍ଗିପଡ଼ିଛି। କାଳବୈଶାଖୀ ପ୍ରଭାବରେ ପୁରୀରେ ପ୍ରାୟ ଅଧଘଣ୍ଟା ପବନ ସହ ବର୍ଷା ଲାଗି ରହିଥିଲା। ଫଳରେ ଏହି ବାନା ବାଉଁଶ ଭାଙ୍ଗିପଡ଼ିଥିଲା। ତେବେ ନୀତିକାନ୍ତିରେ କୌଣସି ପ୍ରଭାବ ପଡ଼ିନଥିବା ଜଣେ ସେବାୟତ ସୂଚନା ଦେଇଛନ୍ତି ।
Post Views: 179