ସନସାଇନ୍ ହସ୍ପିଟାଲକୁ ସୋ କଜ୍ ନୋଟିସ
ଭୁବନେଶ୍ୱର : କରୋନା ଚିକିତ୍ସା ପାଇଁ ସରକାର ଧାର୍ଯ୍ୟ କରିଥିବା ଫି ଠାରୁ ଅଧିକ ଫି ନିଆଯାଉଥିବା ଅଭିଯୋଗରେ ଭୁବନେଶ୍ୱର ଲକ୍ଷ୍ମୀସାଗରରେ ଥିବା ସନସାଇନ୍ ହସ୍ପିଟାଲକୁ ସୋ କଜ ନୋଟିସ କରିଛି ଭୁବନେଶ୍ୱର ମହାନଗର ନିଗମ(ବିଏମସି) । କୋଭିଡ୍ ଚିକିତ୍ସା ପାଇଁ ଘରୋଇ ହସ୍ପିଟାଲ ଲାଗି ସରକାର ଫି’ ନିର୍ଦ୍ଧାରଣ କରିଥିଲେ । ହେଲେ ରାଜଧାନୀରେ କେତେକ ହସ୍ପିଟାଲ୍ ମନଇଚ୍ଛା ଫି’ ଆଦାୟ କରୁଥିଲେ ।