ଏମ୍ସରେ ଭର୍ତ୍ତି ହେଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
![](https://thetruths.in/wp-content/uploads/2022/12/Union-Finance-Minister-Nirmala-Sitharaman.jpg)
ନୂଆଦିଲ୍ଲୀ : ଏମ୍ସ ହସପିଟାଲରେରେ ଭର୍ତ୍ତି ହେଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଦିଲ୍ଲୀ ଏମ୍ସର ପ୍ରାଇଭେଟ୍ ୱାର୍ଡରେ ୬୩ ବର୍ଷୀୟା ଅର୍ଥମନ୍ତ୍ରୀଙ୍କୁ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ଏମ୍ସ ହସ୍ପିଟାଲ ତରଫରୁ ଏନେଇ ସୂଚନା ମିଳିଛି ।
ତେବେ ହଠାତ୍ କାହିଁକି କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଗଲା, ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ।