ପାଟି କଥା ଦେଖାଯାଏ ନାହିଁ
କିନ୍ତୁ
ଶରୀରରେ ଠାଇ ଠାଇ
ହୋଇ ବାଜେ
ବନ୍ଧୁ
ଗୁଳା ବାରୁଦ ଠାରୁ ଆହୁରି
ଭୟଙ୍କର ଏ ପାଟି ଭାଷା
କାହିଁକି ନା
ଗୁଳା ବାରୁଦ ଖାଲି ଜଲାଏ
କିନ୍ତୁ
ପାଟି ଭାଷା ଶରୀର କୁ
ଝୁରେଇ ଝୁରେଇ ଜାଲି ଜାଲି
ଛାରଖାର କରିଦିଏ ।।
?♂?♀?♂?♀?♂?♀?♂?♀?♂
?ଜୟ ଜଗନ୍ନାଥ ?
Post Views: 1,002