ଆମ ରୋଷେଇ- ”ଛେନାର ମିଠା ବରା”
ସାମଗ୍ରୀ: ଛେନା ୫୦୦ ଗ୍ରାମ, ଚିନି ସିରା, ବିରିଡାଲି ୫୦ଗ୍ରାମ, ଦରକାର ଅନୁସାରେ ମଇଦା, ବେକିଂ ପାଉଡର ସାମାନ୍ୟ, କାଜୁ ଓ କିସ୍ମିସ୍ ।
ପ୍ରଣାଳୀ: ବିରିଡାଲି ଭଲ କରି ବତୁରାଇ ରଖନ୍ତୁ । ଭଲ କରି ବତୁରିଯିବା ପରେ ରଅଳ୍ପ ଘିଅରେ ଭାଜି ବାଟି ନିଅନ୍ତୁ । ଏହି ବିରିବଟାରେ ଚେନା, ମଇଦା, ବେକିଂସୋଡ଼ା, କାଜୁ, କିସମିସ ମିଶାଇ ଚକଟି ବଲ୍ ଭଳି ଗଢ଼ନ୍ତୁ । ବଲ୍ଗୁଡ଼ିକୁ ରିଫାଇନ ତେଲରେ ଛାଣି ଚିନି ସିରାରେ ପକାଇ ପରିବେଷଣ କରନ୍ତୁ ।