ରାୟପୁର : ଛତିଶଗଡ଼ର ବଲୌଦାବାଜାର- ଭାଟାପାଟାର ଖମରିୟା ଠାରେ ଗତକାଲି ବିଳମ୍ବିତ ରାତିରେ ଏକ ପିକଅପ୍ ଭ୍ୟାନ୍ ଅନ୍ୟ ଏକ ଟ୍ରକକୁ ଧକ୍କା ଦେବା ଫଳରେ ୪ ଶିଶୁ ସମେତ ୧୧ ଜଣଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣାରେ ୧୦ ରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି । ଆହତ ମାନଙ୍କୁ ଚିକିତ୍ସା ନିମନ୍ତେ ନିକଟସ୍ଥ ହସ୍ପିଟାଲରେ ଭର୍ତି କରାଯାଇଛି ।
Post Views: 55,808