ନାଗ ପଞ୍ଚମୀରେ ଏହି ତିନୋଟି ରାଶିର ଲୋକଙ୍କୁ ମିଳିବ ମନ ମୁତାବକ ବରଦାନ, ଦେଖନ୍ତୁ କେଉଁ ରାଶି ସାମିଲ…
![](https://thetruths.in/wp-content/uploads/2022/08/Nag-Panchami.jpg)
ନାଗ ପଞ୍ଚମୀ ହିନ୍ଦୁମାନଙ୍କର ଏକ ପ୍ରମୁଖ ଉତ୍ସବ ହୋଇଥାଏ । ହିନ୍ଦୁ ପଞ୍ଚାଙ୍ଗର ଅନୁସାରେ ଶ୍ରାବଣ ମାସର ଶୁକ୍ଳ ପକ୍ଷ ପଞ୍ଚମୀରେ ନାଗ ପଞ୍ଚମୀ ରୁପରେ ପାଳିଥାନ୍ତି । ଏହି ଦିନ ସର୍ପଙ୍କର ପୁଜା କରାଯାଏ ।
ଜ୍ୟୋତିଷ୍ୟଶାସ୍ତ୍ର ଅନୁସାରେ ଏହିଥର ନାଗ ପଞ୍ଚମୀ ଉତ୍ସବ ବହୁତ ହିଁ ଶୁଭ ବୋଲି ମାନାଯାଇଛି । କାରଣ ଏହିଥର ନାଗ ପଞ୍ଚମୀ ୨ ଅଗଷ୍ଟ ମଙ୍ଗଳବାରରେ ପଡୁଛି । ଏହି ଦିନରେ ଭଗବାନ ଶିବଙ୍କୁ ଯଦି ଖୁସ୍ କରିବାର୍ ଅଛି ତେବେ ନାଗ ଦେବତାଙ୍କୁ ଖୁସି କରିବାକୁ ହେବ। ତେବେ ଆସନ୍ତୁ ଜାଣିବା ସେହି ୩ ଟି ରାଶିର ଉପରେ କିପରି ପ୍ରଭାବ ପଡୁଛି ନାଗ ପଞ୍ଚମୀ ଦିନ ।
୧) ମେଷ ରାଶି :
ଆପଣଙ୍କ ଆସୁଥିବା ସମୟ ବହୁତ ହିଁ ଶୁଭ ହେବ , ଭଗବାନ ଭୋଳାନାଥଙ୍କ କୃପାରୁ ଆପଣଙ୍କ ସବୁ କଷ୍ଟ ଦୂର ହେବ , ଆପଣଙ୍କ ପାଇଁ ଏହା ଭଲ ସମୟ ଅଟେ , ବେପାର କ୍ଷେତ୍ରରେ ଆପଣଙ୍କୁ ଅନେକ ପ୍ରକାରର ଫାଇଦା ମିଳିପାରିବ , ଅଚାନକ ଧନଲାଭ କରିବାର ସମ୍ଭାବନା ହେଉଛି ।
୨) କୁମ୍ଭ ରାଶି :
ଆଇନଗତ ମାମଲାରେ ଆପଣଙ୍କୁ ବଡ ସଫଳତା ମିଳିପାରିବ , ଓ ପ୍ରୋପଟି ମାମଲାରେ ଲାଭ ମିଳିପାରିବ , ବେପାରରେ ଧନ ଲାଭ ହେବାର ସମ୍ଭାବନା ରହୁଛି, ଘର ପରିବାରରେ ଚାଲୁଥିବା ସବୁ ଅସୁବିଧା ଦୂର ହେବ , ମା ବାପାଙ୍କର ସହଯୋଗ ପ୍ରାପ୍ତି ହେବ , ନିଜ ବିରୋଧୀଙ୍କର ଉପରେ ବିଜେତା ଲାଭ କରିବେ , ଅଚାନକ କାରୋବାରରେ କେଉଁ ଆଡେ ଯାତ୍ରା କରିପାରନ୍ତି ଏହା ଦ୍ୱାରା ବଡ ଫାଇଦା ମିଳିବ ।
୩) ତୁଳା ରାଶି :
ଅଚାନକ ଧନ ଲାଭ ମିଳିବାରୁ ଆପଣ ଖୁସି ବହୁତ ହେବେ , ଆପଣ କରଜରୁ ମୁକ୍ତି ପାଇବେ , ଆପଣ ଭାବିନଥିବେ କି ଏହି ପରି ଲାଭ ମିଳିବ , ନିଜ କାମରେ ସଫଳତା ମିଳିବ , ଯଦି ଆପଣ ଗାଡି କିଣିବାକୁ ଚାହୁଁଛନ୍ତି ଏହା ବହୁତ ଫାଇଦା ଦାୟକ ରହିବ , ନାଗଦେବତାଙ୍କ କୃପାରୁ ନିଜ ଜୀବନ ସବୁବେଳେ ରହିବ , ସଫଳତା ମିଳିବ ଓ ଭାଗ୍ୟ ବଦଳିଯିବ ।