କଂଗ୍ରେସର ୮୫ତମ ମହାଅଧିବେଶନ ଧ୍ୱଜାରୋହଣ କରି ଅଧିବେଶନର ଶୁଭାରମ୍ଭ କଲେ ମଲ୍ଲିକାର୍ଜ୍ଜୁନ ଖଡଗେ
![](https://thetruths.in/wp-content/uploads/2023/02/4-14.jpg)
ରାୟପୁର : କଂଗ୍ରେସର ୮୫ତମ ମହାଅଧିବେଶନର ଦ୍ୱିତୀୟ ଦିନରେ ରାୟପୁରରେ ଶନିବାର ଦିନ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡଗେ ଧ୍ୱଜାରୋହଣ କରି ଆଜିର ଅଧିବେଶନର ଶୁଭାରମ୍ଭ କରିଛନ୍ତି । ଧ୍ୱଜାରୋହଣ ସମୟରେ କଂଗ୍ରେସର ବରିଷ୍ଠ ନେତା ତଥା ଦଳର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧି, ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧିଙ୍କ ସମେତ ଦଳର ଅନ୍ୟ ନେତା ଓ କାର୍ଯ୍ୟକର୍ତା ସେଠାରେ ଉପସ୍ଥିତ ଥିଲେ ।