ଆସନ୍ତୁ ଜାଣିବା ଝିଟିପିଟି କିପରି ବଦଳିବ ଆପଣଙ୍କ ଭାଗ୍ୟ, କରନ୍ତୁ ଏହି ଉପାୟ ହୋଇଯିବେ କୋଟିପତି !

ପ୍ରାୟତଃ ପ୍ରତ୍ୟକଙ୍କ ଘରେ ଝିଟିପିଟି ଦେଖିବାକୁ ମିଳିଥାଏ । ତେବେ ଆଜି ଆମେ ଆପଣଙ୍କୁ ଏହି ଝିଟିପିଟି ଉପରେ କିଛି କହିବା ପାଇଁ ଯାଉଛୁ କି ଆମକୁ ସେମାନେ କିଭଳି ଭାବେ ଭଲ କିମ୍ବା ଖରାପ ହେବାର ସୂଚନା ଦେଇଥାନ୍ତି । ତେବେ ଆସନ୍ତୁ ଜାଣିବା କିଭଳି ଭାବେ ଆମେ ଜାଣିବାକି ଆମର ଆଗକୁ ଖରାପ କିମ୍ବା ଭଲ ହେବା ପାଇଁ ଯାଉଛି । ଏହା ସହ ଆପଣ ମାନେ କଣ କରିବା ଦ୍ଵାରା ଆପଣଙ୍କ ଉପରେ ମା’ ଲକ୍ଷ୍ମୀଙ୍କ କୃପା ହୋଇଥାଏ ।
ଆପଣମାନେ ଜାଣିଥିବେ କି ଝିଟିପିଟିକୁ ଆମେ ଏକ ସାଧାରଣ ଜୀବ ବୋଲି ମାନି ଥାଉ । ଏଥିସହ ଆପଣ ମାନେ ଜାଣିଥିବେ କି ପ୍ରତ୍ୟକ ଜୀବ ମାନଙ୍କ ମଣିଷ ସହ କିଛି ଭଲ ସମ୍ପର୍କ ରହି ଥାଏ । ତେବେ ଶାସ୍ତ୍ର ଅନୁସାରେ ଝିଟିପିଟିକୁ ଏକ ବିଶେଷ ସ୍ଥାନ ଦିଆ ଯାଇଛି । ଏହାକୁ ଜାଣିବା ପାଇଁ ଆପଣ ମାନେ ଏହାର ଗତି ବିଧିକୁ ଦେଖିକି ଅନେକ ଜିନିଷ ଜାଣି ପାରିବା । ଆପଣ ମାନେ ଜାଣିଥିବେ କି ଝିଟିପିଟି ତଳକୁ ଖସି ପଡିଲେ କିମ୍ବା କାହା ଶରୀର ଉପର ଦେଇ ପଡିଲେ ଏହା ଖୁବ ଭଲ ସଂକେତ ହୋଇଥାଏ । ତେବେ ଦୀପାବଳି ଦିନ ଝିଟିପିଟି ଦେଖିବା ଦ୍ଵାରା ମା’ ଲକ୍ଷ୍ମୀଙ୍କ ଆଗମନ ନେଇ ସଂକେତ ମିଳିଥାଏ । କାରଣ ଦୀପାବଳି ଦିନ ଏହାକୁ ଦେଖିବା ଖୁବ ଶୁଭ ହୋଇଥାଏ । ଏହି ଦିନ ଝିଟିପିଟି ଆପଣଙ୍କ ଉପରେ ପଡିବା ଦ୍ଵାରା ଆପଣଙ୍କ ସାରା ବର୍ଷ ଖୁବ ଭଲରେ ଯାଇଥାଏ । ଏହାକୁ ଦେଖିକି କିଛି ଉପାୟ କରିବା ଦ୍ଵାରା ମଧ୍ୟ ଆମେ ମା’ ଲକ୍ଷ୍ମୀଙ୍କ ଦୟା ପାଇଥାଉ । ଆପଣ ଏହାକୁ ସବୁଦିନ ସନ୍ଧ୍ୟା ସମୟରେ କରି ପାରିବେ ।
ସେହିପରି ସନ୍ଧ୍ୟା ସମୟରେ ପୂଜା କରିବା ବେଳେ ଯଦି ମାଟିରେ ଦେଖିବେ କି ଝିଟିପିଟି ଅଛି ତେବେ ତୁରନ୍ତ କିଛି ଚାଉଳ ଆଣି ଓ ସିନ୍ଦୁର ଆଣି ଏହା ଉପରେ ପକେଇ ଦିଅନ୍ତୁ । ଦେଖିବେ ଆପଣ ନିଶ୍ଚିତ ଭାବେ ମନସ୍କାମନା ପୁରଣ ହେବ ।
ଏହା ସହ ଆପଣ ଯେତେବେଳେ ଘର ସଫା କରିବେ ଓ ଦେଖିବେ କି ଆପଣଙ୍କ ଦ୍ଵାରା ଝିଟିପିଟି କିମ୍ବା ତାର ଛୁଆର ହତ୍ୟା ହୋଇଯାଏ ତେବେ ଆପଣ ଏହାକୁ ତୁରନ୍ତ ନେଇ ମାଟିରେ ପୋତି ଦେବେ । ଦେଖିବେ କି ଆପଣ ଏଭଳି କରିବା ଦ୍ଵାରା ଆପଣଙ୍କ ଉପରେ ମା’ ଲକ୍ଷ୍ମୀଙ୍କ ଦୟା ରହିଥାଏ ଓ ଆପଣ ଜୀବ ହତ୍ୟା ରୁ ମଧ୍ୟ ମୁକ୍ତି ପାଇ ଯାଇଥାନ୍ତି ।
ଯଦି ଆପଣ ଖାଦ୍ୟ ଖାଇବା ସମୟରେ ଏହାର ଆବାଜ ଶୁଣା ଯାଏ ତେବେ ଆପଣ ନିଶ୍ଚିତ ଭାବେ ଧନବାନ ହେବା ପାଇଁ ଯାଉଛନ୍ତି । ସେହିପରି ଆପଣ ଯଦି ଝିଟିପିଟିର ସଂଗମ ଦେଖିବେ ତେବେ ଆପଣ ଯାହାକୁ ମାନେ ମାନେ ଖୋଜୁଥିବେ ସେ ଆପଣଙ୍କୁ ମିଳିଯିବ ଓ ସେ ଆପଣଙ୍କ ପ୍ରିୟ ମିତ୍ର ହୋଇ ପାରେ ଯାହା ଦ୍ଵାରା ଆପଣ ଫଳ ପ୍ରଦ ରହିବେ ।
(ବି:ଦ୍ର: ଏହି ଆର୍ଟିକିଲରେ ଦିଆଯାଇଥିବା ସୂଚନା ସମ୍ପୂର୍ଣ୍ଣ ସତ୍ୟ ଏବଂ ସଠିକ୍ ବୋଲି ଦାବି କରୁନାହୁଁ। ଗ୍ରହଣ କରିବା ପୂର୍ବରୁ ଦୟାକରି ସମ୍ପୃକ୍ତ କ୍ଷେତ୍ରର ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ। )
ବନ୍ଧୁଗଣ ଆମେ ଆଶା କରୁଛୁ କି ଏହି ଲେଖାଟି ଆପଣଙ୍କୁ ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜକୁ ଲାଇକ ଏବଂ ଫଲୋ ସହ କମେଣ୍ଟ କରନ୍ତୁ । ଧନ୍ୟବାଦ !!!