ଭୁବନେଶ୍ୱର : ରାଜ୍ୟରେ କରୋନାର ଦୈନିକ ସଂକ୍ରମଣ ଶହେ ଟପିଛି । ଗତ ୨୪ ଘଂଟାରେ ରାଜ୍ୟରେ ୧୦୪ ନପଜିଟିଭ ଚିହ୍ନଟ ହୋଇଛନ୍ତଚି ଯ ମୋଟ ସକ୍ରିୟ ରୋଗୀ ସଂଖ୍ୟା ୪୨୯କୁ ବୃଦ୍ଧି ପାଇଛି । ସେହିପରି ଗତ ଦିନକ ମଧ୍ୟରେ ୩୪ ରୋଗୀ ସୁସ୍ଥ ହୋଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Post Views: 56,221