ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିବା ଭାରତର ଲୋକତନ୍ତ୍ର ଉପରେ କଳା ଚିହ୍ନ : ନଡ୍ଡା
![](https://thetruths.in/wp-content/uploads/2021/11/BJP-National-President-JP-Nadda.jpg)
ରୁଦ୍ରପୁର : ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା କହିଛନ୍ତି ଯେ ଇନ୍ଦିରା ଗାନ୍ଧି ସରକାର ସମୟରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରି ଦୁନିଆରେ ଭାରତର ଲୋକତନ୍ତ୍ର ଉପରେ କଳା ଚିହ୍ନ ଲଗାଇ ଥିଲେ । ପୁରା ଦେଶରେ ଯେତେବେଳେ ଜରୁରି କାଳୀନ ପରିସ୍ଥିତି ବିରୋଧରେ ସ୍ୱର ଉଠିଲା ସେତେବେଳେ ଲକ୍ଷ ଲକ୍ଷ ଲୋକଙ୍କୁ ନେଇ ଜେଲରେ ପୁରାଈ ଦିଆଗଲା । ମହାନ ସ୍ୱତନ୍ତ୍ରତା ସଂଗ୍ରାମୀ ମାନଙ୍କ ତ୍ୟାଗ ଓ ବଳିଦାନ ପାଇଁ ଆମକୁ ଆଜି ସ୍ୱାଧିନତା ମିଳିଛି ।
ରାଷ୍ଟ୍ରିୟ ଅଧ୍ୟକ୍ଷ ନଡ୍ଡା ଏହି କଥା ମଂଗଳବାରଦିନ ଲୋକତନ୍ତ୍ରର ରକ୍ଷକ ସେନାମାନଙ୍କୁ ଭେଟିବା ସମୟରେ କହିଛନ୍ତି । ସେ କହିଛନ୍ତିି ପାର୍ଟିର କାର୍ଯ୍ୟ କତା ର୍ମାନେ ପାର୍ଟିର ବିଚାରଧାରାକୁ ଆଗକୁ ବଢାଇବାରେ ମହତ୍ୱପୁର୍ଣ ଯୋଗଦାନ ଓ ସେମାନେ ତାଙ୍କର ପରିବାରକୁ ପଛରେ ପକାଇ ଜୀବନକୁ ଇତ୍ସର୍ଗକରିଛନ୍ତି । ଆଜି ପୁରା ବିଶ୍ୱରେ ଆମର ସବୁଠାରୁ ବଡ ଲୋକtantra ଅଟେ ।