ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ୧୪ ଏପ୍ରିଲରେ ଆସିବେ ଉତରାଖଣ୍ଡ
![](https://thetruths.in/wp-content/uploads/2022/02/President-Ramnath-Kobind-2.jpg)
ଦେରାଡୁନ : ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ୧୪ ଏପ୍ରିଲରୁ ତିନିଦିନ ପାଇଁ ଉତରାଖଣ୍ଡ ଭ୍ରମଣରେ ଆସିବେ । ସେ ଏହି ଅବସରରେ ଲାଲବାହାଦୁର ଶାସ୍ତ୍ରୀ ରାଷ୍ଟ୍ରୀୟ ପ୍ରଶାସନିକ ଏକାଡେମିରେ ବିଭିନ୍ନ କାର୍ଯ୍ୟକ୍ରମରେ ଭାଗନେବେ । ଏହି ସମୟ ମଧ୍ୟରେ ସେ ରାଜଭବନରେ ଅବସ୍ଥାନ କରିବେ । । ପୂର୍ବତନ ରାଷ୍ଟ୍ରପତି କୋବିନ୍ଦ ଲାଲବାହାଦୁର ଶାସ୍ତ୍ରୀ ରାଷ୍ଟ୍ରୀୟ ପ୍ରଶାସନିକ ଏକାଡେମିରେ ବିଭିନ୍ନ କାର୍ଯ୍ୟକ୍ରମରେ ଭାଗନେବା ସମୟରେ ତାଙ୍କ ସହିତ ରାଜ୍ୟପାଳ ଲେପ୍ଟନେଂଟ ଜେନରାଲ ଗୁରୁମିତ ସିଂହ ମଧ୍ୟ ଉପସ୍ଥିତ ରହିବେ ।