ଅନୁଚିନ୍ତା

ଆମ୍ବ ପାଚିଲେଗଛର କି ଯାଏ ଆସେମାଟି ରେ ପଡିଲେମାଟିର କି ଯାଏ ଆସେବନ୍ଧୁସେ ଖଟା ହେଉ କି ମିଠା ହେଉତା ଭାଗ୍ଯ ତ ମଣିଷ ପାଟିରେ ଲେଖାତା ନିଜ ଅପେକ୍ଷା ଅନ୍ୟ ଚିନ୍ତା କରେତୁମେ... Read More
କିଏ ଜାଣେ ବେଳ ତା ସହିତଏମିତି ଖେଳ ଖେଳିବଓଠ ଠାରୁ ହସ ଛଡେଇ ନେବବନ୍ଧୁଧନୀ ଗରିବଛୋଟ ବଡସୁନ୍ଦର ଅସୁନ୍ଦରକିଛି ବୁଝେନା କାଳ ଛାଇ କୁଦେଖିହୁଏ ନାହିଁକିନ୍ତୁଗଲାବେଳେ ଅନେକ ଲୁହ ସହିତଦୁଃଖ ଦେଇ ଯାଏ??????????ଜୟ ଜଗନ୍ନାଥ... Read More
ପିମ୍ପୁଡ଼ି ତ ଗୋଟିଏଜାଗାକୁ କାମୁଡେକିନ୍ତୁପୁରା ଶରୀର କୁ କାହିଁକି କଷ୍ଟ ହୁଏବନ୍ଧୁତୁମର ଛୋଟିଆ ଛୋଟିଆ କଥାପୁରା ଶରୀର କୁ ବାଧେକାହିଁକି ନାଦେହ ଭିତରୁ ପାଟିଟି ଛୋଟକିନ୍ତୁପୁରା ଶରୀର କୁ କଷ୍ଟ ଦିଏଛୋଟିଆ ବୋଲି ଦେଖି... Read More
ହାତ ଗୋଡ ଭାଙ୍ଗିଲେମଲମ ଲଗେଇ ମଣିଷ ବଞ୍ଚିଯିବକିନ୍ତୁହୃଦୟ ଭାଙ୍ଗିଲେ କେଉଁମଲମ ଆଉ ଔଷଧଲଗେଇ ଭଲ କରିବବନ୍ଧୁଏଠି ବଞ୍ଚିବା ସହଜକିନ୍ତୁପ୍ରେମରେ ବଞ୍ଚିବା ଏତେ ସହଜ ନୁହଁଜୀବନକୁ ତତେଇ ତତେଇ ମାରିବଛାଇ କହେ ମୁଁ ସୁନ୍ଦରଟିକିଏ ଦିଶିଲେଟିକିଏ... Read More
ମଣିଷ ଯେତେବେଳେଖରାପ ହୁଏସେ ଭୁଲ୍ କାମ କରିବା କୁ ଚାହେଁଯେତେବେଳେ ଭଲ ଥାଏସେ ଭଲ କାମ କରିବା କୁ ଚାହେଁବନ୍ଧୁଭଲ ଆଉ ଖରାପ ଭିତରେପାର୍ଥକ୍ଯ ଏତିକି ଯେଖରାପ ମଣିଷ କୁ କନ୍ଦାଏଭଲ ମଣିଷ କୁ... Read More
କଣ୍ଟାକୁ କଣ୍ଟା ରେକଢାଯାଏକିନ୍ତୁମଣିଷ ବ୍ୟବହାର ଖରାପ ହେଲେକେଉଁଥିରେ ଭଲ କରିବବନ୍ଧୁମଣିଷ ନିଜେ ନିଜକୁ ପରିବର୍ତ୍ତନନକଲେ ନିଜେ ନିଜଠାରୁଲଜ୍ଜିତ ହେବଦେଖେଇ କହୁଛି ଲାଗିଛି କାଦୁଅଦେଖିଲା ବେଳକୁ ନିଜଠେଲାଗିଛି ପଙ୍କ?‍♂?‍♀?‍♂?‍♀?‍♂?‍♀?‍♂?‍♀?‍♂? ଜୟ ଜଗନ୍ନାଥ ?... Read More
ପୂଥିବୀଟା ଗୋଲକିନ୍ତୁମଣିଷ ଯେଉଁଠୁ ଯାଇଥାଏବୁଲି ବୁଲି ଆସି ସେଇଠି ପହଁଞ୍ଚେମାଟିରୁ ଆରମ୍ଭ କରେଜୀବନ ଲକ୍ଷ୍ୟମାଟିରେ ଶେଷ ହୁଏ ଶରୀରବନ୍ଧୁଯାହା ସଞ୍ଚିଲ କାଣି ଟିଏ ନେଲନାହିଁ ସଙ୍ଗେକିନ୍ତୁମୋ ଧନ ମୋ ଧନ ହୋଇଜୀବ ଜୀବନ?‍♀?‍♀?‍♂?‍♂?‍♀?‍♀?‍♀?‍♂?‍♂?‍♂? ଜୟ... Read More
ଦେହରୁ ପବନ ଗଲେଦେହ ଭାରି ଉଷାସି ଲାଗେବନ୍ଧୁମଣିଷ ହାତ ପାହାଁନ୍ତା ରେସବୁ ଜିନିଷ ଥିଲେମଣିଷ କହେ କି ଉଷାସହେଲେ ମନ ଥିଲେ କଣ ହେଲାରୂପ ଭେକ ତ ନାହିଁଅଳସୁଆ କହେ ଶୋଇଛି ମୁଁସମୟ ଆସିଲେ... Read More
ମଣିଷ କଣ୍ଟା ବାଛିମାଛକୁ ଖାଏକଣ୍ଟା କୁ ତଳେ ପକେଇ ଦିଏବନ୍ଧୁଏ ଦୁନିଆ ଭଲ ଭଲ ମଣିଷ କୁବାଛିକି ନିଏଆଉ ଯାହା ରହେ କଣ୍ଟା ପରିଫୋପାଡି ଦିଏବାଛିଲି ତୋତେ ଗଡିଆ ମଝିରେଭଲ ନାହିଁ ବୋଲି ଫିଙ୍ଗିଲି... Read More
ମଣିଷ ନିଜ ଆତ୍ମା ନିଜେଦେଖି ପାରୁନିକିନ୍ତୁଶରୀର ପାଇଛି ବୋଲି ଭାରି ଟାଣବନ୍ଧୁଏଣୁ ଚିକ୍କଣ ସେଣୁ ଚିକ୍କଣମାଜି ଦେଲେ କଥା ଚିକ୍କଣଟାପରା କଥା ରେ ବୁଡିଗଲିସମୟ ଖେଳେସଞ୍ଜ ମୁଣ୍ଡେଦେହ କୁ ଯେତେ ମାଜୁଛ ମାଜଶେଷ ବେଳେ... Read More

Categories

You may have missed