ଆମ୍ବ ପାଚିଲେ
ଗଛର କି ଯାଏ ଆସେ
ମାଟି ରେ ପଡିଲେ
ମାଟିର କି ଯାଏ ଆସେ
ବନ୍ଧୁ
ସେ ଖଟା ହେଉ କି ମିଠା ହେଉ
ତା ଭାଗ୍ଯ ତ ମଣିଷ ପାଟିରେ ଲେଖା
ତା ନିଜ ଅପେକ୍ଷା ଅନ୍ୟ ଚିନ୍ତା କରେ
ତୁମେ ନିଜ ଅପେକ୍ଷା ଅନ୍ୟ ପାଇଁ
ଟିକେ ଚିନ୍ତା କର ଦେଖିବ
ତୁମ ଫଳ ଭଗବାନ ଦେବେ ।।
?♂?♀?♂?♀?♂?♀?♂?♀?♂
?ଜୟ ଜଗନ୍ନାଥ ?
Post Views: 243