କାହାର ଚରଣ ଧୋଇଲେ
ତୁମର ଅସମ୍ମାନ ହୁଏନି
ବନ୍ଧୁ
ତୁମକୁ ଆଶୀର୍ବାଦ ମିଳେ
କାହିଁକି ନା
ଆଶୀର୍ବାଦ ଦେଖାଯାଏ ନାହିଁ
କିନ୍ତୁ
କର୍ମ ଫଳ ସହିତ ଯୋଡି ହୋଇଯାଏ
ଅନ୍ୟ ର ସେବା ଦ୍ବାରା
ଯେଉଁ ପୁର୍ଣ୍ଣ୍ଯ ମିଳେ
ତାହା ତୁମ ଆତ୍ମା କୁ ମୁଖ୍ଯ ପ୍ରାପ୍ତି
କରାଏ ।।
?♂?♂?♂?♂?♂?♀?♀?♀?♀
?ଜୟ ଜଗନ୍ନାଥ ?
Post Views: 571