ହାତ ଗୋଡ ଭାଙ୍ଗିଲେ
ମଲମ ଲଗେଇ ମଣିଷ ବଞ୍ଚିଯିବ
କିନ୍ତୁ
ହୃଦୟ ଭାଙ୍ଗିଲେ କେଉଁ
ମଲମ ଆଉ ଔଷଧ
ଲଗେଇ ଭଲ କରିବ
ବନ୍ଧୁ
ଏଠି ବଞ୍ଚିବା ସହଜ
କିନ୍ତୁ
ପ୍ରେମରେ ବଞ୍ଚିବା ଏତେ ସହଜ ନୁହଁ
ଜୀବନକୁ ତତେଇ ତତେଇ ମାରିବ
ଛାଇ କହେ ମୁଁ ସୁନ୍ଦର
ଟିକିଏ ଦିଶିଲେ
ଟିକିଏ ଦିଶେନା
ତା ଉତ୍ତର ।।
?????????
?ଜୟ ଜଗନ୍ନାଥ ?
Post Views: 199