ପୂଥିବୀଟା ଗୋଲ
କିନ୍ତୁ
ମଣିଷ ଯେଉଁଠୁ ଯାଇଥାଏ
ବୁଲି ବୁଲି ଆସି ସେଇଠି ପହଁଞ୍ଚେ
ମାଟିରୁ ଆରମ୍ଭ କରେ
ଜୀବନ ଲକ୍ଷ୍ୟ
ମାଟିରେ ଶେଷ ହୁଏ ଶରୀର
ବନ୍ଧୁ
ଯାହା ସଞ୍ଚିଲ କାଣି ଟିଏ ନେଲ
ନାହିଁ ସଙ୍ଗେ
କିନ୍ତୁ
ମୋ ଧନ ମୋ ଧନ ହୋଇ
ଜୀବ ଜୀବନ
?♀?♀?♂?♂?♀?♀?♀?♂?♂?♂
? ଜୟ ଜଗନ୍ନାଥ ?
Post Views: 205