ଅନ୍ତର୍ଜାତୀୟ ପର୍ଯ୍ୟବେକ୍ଷକ ଭାବରେ ନେପାଳ ଯିବେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର
![](https://thetruths.in/wp-content/uploads/2022/11/Chief-Election-Commissioner-Rajeev-Kumar.jpg)
ନୂଆଦିଲ୍ଲୀ : ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କୁ ନେପାଳଙ୍କ ନିର୍ବାଚନ ଆୟୋଗଙ୍କ ଦ୍ୱାରା ସେଠାକାର ପ୍ରତିନିଧି ସଭା ଏବଂ ପ୍ରାନ୍ତିୟ ବିଧାନସଭା ର ଆଗାମୀ ନିର୍ବାଚନ ପାଇଁ ଆନ୍ତର୍ଜାତୀୟ ପର୍ଯ୍ୟବେକ୍ଷକ ଭାବରେ ନିମନ୍ତ୍ରଣ କରିଛନ୍ତି ।
ସଂଘୀୟ ସଂସଦର ୨୭୫ ସଦସ୍ୟ ଏବଂ ୭ ପ୍ରାନ୍ତୀୟ ବିଧାନସଭା ର ୫୫୦ ସିଟ୍ ର ନିର୍ବାଚନ ପାଇଁ ନେପାଳରେ ୨୦ ନଭେମ୍ବର ୨୦୨୨ରେ ନିର୍ବାଚନ ଧାର୍ଯ୍ୟ କରାଯାଇଛି ।