ନକଲି ଔଷଧ ମାମଲୋର ଇସ୍ତଫା ଦିଅନ୍ତୁ ସ୍ୱାସ୍ଥ୍ୟମନ୍ତ୍ରୀ : କଳିଙ୍ଗ ସେନା ହସ୍ତକ୍ଷେପ କରନ୍ତୁ ମୁଖ୍ୟମନ୍ତ୍ରୀ : ସବୁ ଔଷଧର ଯାଞ୍ଚ ହେଉ
ଭୁବନେଶ୍ୱର : ରାଜ୍ୟରୁ ବିପୁଳ ପରିମାଣର ନକଲି ଔଷଧ ଜବତ ହେବା ଏବଂ ଏହି ଘଟଣୋର ଦୁଇ ଜଣ ବ୍ୟବସାୟୀ ଜେଲ୍ ଯିବାପେର ବି ସରକାରୀ ସ୍ତରେର କାର୍ଯ୍ୟାନୁଷ୍ଠାନ ଶୂନ । ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଏ କ୍ଷେତ୍ରେର ନିରବ । ନୈତିକତା ଦୃଷ୍ଟିରୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କେିଶାର ଦାସଙ୍କ ଇସ୍ତଫା ଦାବି କରିଛି କଳିଙ୍ଗ ସେନା । ସେନା ସୁପ୍ରେିମା ହେମନ୍ତ ରଥ ଏକ ପ୍ରେସ ବିଜ୍ଞପ୍ତେିର କହିଛନ୍ତି ଯେ ଉଚ୍ଚ ରକ୍ତଚାପେର ପୀଡିତ ରୋଗୀ ସେବନ କରୁଥିବା ନିର୍ଦ୍ଦିଷ୍ଟ ଔଷଧର ବ୍ୟାପକ ନକଲି କାରବାର ଚେର ସହରରୁ ଗାଁ ପର୍ଯ୍ୟନ୍ତ ବ୍ୟାପିଛି । େଅନକଙ୍କ ଅଜଣାତେର ଏହା ସେମାନଙ୍କ ଜୀବନ ନେଇଯାଇଛି । କେରାନା ମହାମାରୀ ପେର ଉଚ୍ଚ ରକ୍ତଚାପେର ପୀଡିତ ବହୁ ଲେୋକ ଏହି ଔଷଧ ଖାଇ ଅନ୍ୟ ରୋଗେର ପଡିଛନ୍ତି । ଏଭଳି ଘଟଣୋର ଇତି ମଧ୍ୟେର ଦୁଇ ବ୍ୟବସାୟୀ ଜେଲ ଯାଇଥିବୋବେଳ ଔଷଧର ଯାଞ୍ଚ ଦାୟିତ୍ୱେର ଥିବା ଅଧିକାରୀଙ୍କ ବିରୁଦ୍ଧେର ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହାନ୍ତି । ଏହି ଘଟଣାର ନୈତିକ ଦାୟିତ୍ୱ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମୁଣ୍ଡାଇବା ସହିତ ତୁରନ୍ତ ଇସ୍ତଫା ଦେବା ଆବଶ୍ୟକ ବୋଲି ଶ୍ରୀ ରଥ କହିଛନ୍ତି । ସେ କହିଛନ୍ତି ଯେ ରାଜ୍େୟର ବିପୁଳ ପରିମାଣେର ନକଲି ଔଷଧ ଜବତ ପେର ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ଦାସ କେବଳ ବିବୃତ୍ତିଟିଏ ଦେଇ ଚୁପ ହୋଇ ବସିଛନ୍ତି । ତାଙ୍କର ଏଭଳି ନିରବତା ଏବେ ନକଲି ଔଷଧ କାରବାରୀଙ୍କୁ ସୁହାଇଛି । ଏଭଳି ସ୍ଥିତେିର ମୁଖ୍ୟମନ୍ତ୍ରୀ ଘଟଣୋର ହସ୍ତେକ୍ଷପ କରିବା ସହିତ ସ୍ୱାସ୍ଥ୍ୟ ପ୍ରଶବାସନ ଉପେର ନିୟନ୍ତ୍ରଣ ନଥିବା ଏହିି ମନ୍ତ୍ରୀଙ୍କୁ ତୁରନ୍ତ ଇସ୍ତଫା ଦେବାପାଇଁ ନେିଦ୍ଦର୍ଶ ଦେବା ଉଚିତ୍ । କେବଳ ରକ୍ତଚାପ ଔଷଧ ନେୁହଁ ଯାଞ୍ଚ େହେଲ ଆହୁରି େଅନକ ଔଷଧର ଏଭଳି ନକଲି କାରବାର ପଦାକୁ ଆସିବାର ସମ୍ଭାବନା ରହିଛି । ତେଣୁ ତୁରନ୍ତ ଶ୍ରୀ ଦାସଙ୍କୁ ଇସ୍ତଫା ଦେବାପାଇଁ ମୁଖ୍ୟମନ୍ତ୍ରୀ ନେିଦ୍ଦର୍ଶ ଦେବା ସହିତ ରାଜ୍େୟର ବିକ୍ରି ହେଉଥିବା ସମସ୍ତ ଔଷଧର କଡାକଡି ଯାଞ୍ଚ ପାଇଁ ନେିଦ୍ଦର୍ଶ ଦେବାକୁ କଳିଙ୍ଗସେନା ଦାବି କରିଛି ।