ଦେଶରେ ଶନିବାର ସୁଦ୍ଧା ଦିଆଗଲାଣି ୨୨୦. ୭୩ କୋଟିରୁ ଅଧିକ କରୋନା ଟୀକା
![](https://thetruths.in/wp-content/uploads/2022/01/12-15-Yrs-Children-Vaccination-1024x684.jpg)
Israelis recieve a third dose of the COVID-19 vaccine at a Health Care center in Katzrin, Golan Heights, November 16, 2021. Photo by Michael Giladi/Flash90 *** Local Caption *** çéñåï ÷åøåðä çéñåðéí ÷åøåðä çåìéí
ନୂଆଦିଲ୍ଲୀ : ଦେଶବ୍ୟାପି କରୋନା ଟୀକାକରଣ ଅଭିଯାନରେ ଶନିବାର ସକାଳ ୮ ଟା ସୁଦ୍ଧା ୨୨୦.୭୩ କୋଟି ଟୀକା ଦେବା ସଂଖ୍ୟା ପାରି କରିସାରିଛି । ଗତ ୨୪ ଘଂଟାରେ ୨୨ ହଜାର ୫୨୧ ରୁ ଅଧିକ ଟିକା ଦିଆଯାଇଛି । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ହିସାବ ଅନୁସାରେ ଶନିବାର ସକାଳ ସୁଦ୍ଧା ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶ ମାନଙ୍କରେ କରୋନା ବିରୋଧି ଟିକା ବର୍ତମାନ ସୁଦ୍ଧା ସମୁଦାୟ ୨୨୦.୬୮ କୋଟି ଟିକା ନିଶୁଳ୍କ ଭାବରେ ଯୋଗାଇ ଦିଆଯାଇଅଛି । ଗତ ୨୪ ଘଂଟାରେ ଦେଶରେ ସମୁଦାୟ ଆକ୍ଟିଭ୍ କେସ ୧୬୮୭ ଅଛି । ଗତ ୨୪ ଘଂଟାରେ ଆକ୍ଟିଭ କେସ ୦.୦୧ ପ୍ରତିଶତ ଅଛି ।