କେଉଁ କର୍ମ କଲେ କେଉଁ ଜନ୍ମ ପାଇବେ? ନିଜ କର୍ମ ଅନୁସାରେ ଆଗକୁ କଣ ଜନ୍ମ ନେବେ ଆପଣ ଜାଣିରଖନ୍ତୁ
![](https://thetruths.in/wp-content/uploads/2021/10/Malika-Bachana-1024x576.jpg)
ଆଜିର ଏହି ଆର୍ଟିକିଲରେ ଆମେ ଜାଣିବା ପୁରୁଷ ଏବଂ ନାରୀ କେଉଁ କାମ କରିବା ଦ୍ୱାରା କେଉଁ ଜନ୍ମ ପାଇବେ? ଏହା ଜାଣିବାପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ। ଯେମିତି ଫୁଲମାଳାରେ ଫୁଲ ପଛକୁ ପଛ ଗୁନ୍ଥି ହୋଇ ରହିଥାଏ,ଠିକ ସେହିପରି ଭବିଷ୍ୟତ କଥା,ଇତିହାସ କଥା, ପୁରାଣ କଥା ଏବଂ ସମାଜକୁ ସତର୍କତା ଦେବାର କଥା ମାଳ ମାଳ ଗୁଚ୍ଛ ଗୁଚ୍ଛ ଭାବରେ ଲେଖାଯାଇଥାଏ ତାହାକୁ ମାଳିକା କୁହାଯାଏ। ବହୁତ ବର୍ଷତଳେ ମହାପୁରୁଷମାନେ ତାଙ୍କ ଦିବ୍ୟଦୃଷ୍ଟି ରେ ବର୍ତ୍ତମାନ ଏବଂ ଭବିଷ୍ୟତରେ କଣ ଘଟିବ ତାହାକୁ ଏହି ମାଳିକା ଦ୍ଵାରା ବର୍ଣ୍ଣନା କରିଛନ୍ତି।
ଆଜିର ଏହି ଯୁଗରେ ଆପଣ ମନେ ରଖନ୍ତୁ ଯଦି ଆପଣ କର୍ମ କରୁଛନ୍ତି ତେବେ କର୍ମକୁ ଠିକ ରଖନ୍ତୁ।ନହେଲେ ଆପଣ ଏପରି ପରିସ୍ଥିତି ଭୋଗିବେ ଆପଣଙ୍କୁ ଏହି ଜନ୍ମରହିଁ ଆପଣଙ୍କ କର୍ମର ଫଳ ଭୋଗିବକୁ ପଡିପାରେ।ଆପଣ ଯଦି ଭାବୁଛନ୍ତି ଏହି ଜନ୍ମର କର୍ମର ଫଳ ଆର ଜନ୍ମରେ ଭୋଗିବେ ତେବେ ତାହା ସମ୍ପୂର୍ଣ୍ଣ ରୂପରେ ଭୁଲ।ଏହି ଜନ୍ମର କର୍ମର ଫଳ ଆପଣ ଏହି ଜନ୍ମରେହିଁ ଭୋଗିବେ।ତେବେ ଚେଷ୍ଟା କରନ୍ତୁ ଆପଣଙ୍କ କର୍ମକୁ ଠିକ ରଖିବା ପାଇଁ। ଆଜିର ଏହି ଆର୍ଟିକିଲରେ କେଉଁ କର୍ମ କଲେ ଆପଣ କେଉଁ ଜନ୍ମ ପାଇବେ ତାହା ଜାଣିବା।
ଯଦି ଜଣେ ମଣିଷ ସନ୍ୟାସୀ ହୋଇଯାଉଛି ଏବଂ ସନ୍ୟାସୀ ହେବାପରେ ମଧ୍ୟ ସେ ଯଦି ଅନ୍ୟ କାହା ସହିତ ସମର୍କ ସ୍ଥାପନ କରେ କିମ୍ବା କାହା ସହିତ ସମ୍ଭୋଗ କରେ ତେବେ ସେହି ପୁରୁଷ ବିଷ୍ଟାରେ କୁର୍ମୀ ଜନ୍ମ ହୋଇଥାଏ। ମନେ ରଖନ୍ତୁ ଯଦି ସନ୍ୟାସୀ ନେଇଛନ୍ତି ତେବେ କେବେହେଲେ କୌଣସି ସ୍ତ୍ରୀ ସହିତ ସମ୍ପର୍କ ସ୍ଥାପନ କରନ୍ତୁ ନାହିଁ। ଯାହାଦ୍ୱାରା କି ଆପଣ ପର ଜନ୍ମରେ କୃମି ହୋଇ ଜନ୍ମ ହେବେ।
କୃମି ବିରାଡ଼ି
ଯେଉଁ ବ୍ୟକ୍ତି ସର୍ବଦା କଳି କରିବାକୁ ଭଲ ପାଇ ଥାଏ ଏବଂ କାହା ସହିତ କଲି ନ କଲେ ତାକୁ ଭଲ ଲାଗି ନଥାଏ ସେ ପର ଜନ୍ମରେ ବିରାଡ଼ି ଜନ୍ମ ପାଇଥାଏ।ସେଥିପାଇଁ ସର୍ବଦା କଳି କରିବା ବନ୍ଦ କରନ୍ତୁ।
ଯେଉଁ ବ୍ୟକ୍ତି ବିନା କାରଣରେ ଖାଲି ପାଟି କରୁଥାଏ ସେ ଆର ଜନ୍ମରେ କାଉ ଜନ୍ମ ପାଇଥାଏ।
କାଉ ଛେଳି
ଯେଉଁ ବ୍ୟକ୍ତି ଅତ୍ୟନ୍ତ ଲୋଭି ପ୍ରକୃତିର ହୋଇଥାନ୍ତି ସେ ପର ଜନ୍ମରେ ଛେଳି ହୋଇ ଜନ୍ମ ହୋଇଥାଏ।
ଯେଉଁମାନେ ପର ନାରୀ ଏବଂ ପର ଧନ ଉପରେ ନଜର ପକାଇଥାନ୍ତି ସେ ପର ଜନ୍ମରେ କଙ୍କଡା ହୋଇ ଜନ୍ମ ହୋଇଥାନ୍ତି।
କଙ୍କଡା ଘୁଷୁରୀ
ଯେଉଁମାନେ ଅଖାଦ୍ୟକୁ ଭୋଜନ କରିଥାନ୍ତି ସେମାନେ ପର ଜନ୍ମରେ ଘୁଷୁରୀ ହୋଇ ଜନ୍ମ ହୋଇଥାନ୍ତି।
ଯେଉଁମାନେ ହିଂସା ଆଚରଣ କରନ୍ତି ସବୁ ବେଳେ କଳିକରନ୍ତି ସେ ପର ଜନ୍ମରେ କୁକୁର ଜନ୍ମ ପାଇଥାନ୍ତି। ସେହିପରି ଯଦି ଯେଉଁ ପୁରୁଷ ପର ସ୍ତ୍ରୀ ସହିତ ସମ୍ପର୍କ ରଖିବ ତେବେ ତାର ନର୍କ ଗମନ ହେବ। ନର୍କରେ ବହୁତ ଯନ୍ତ୍ରଣା ଦିଆଯାଏ। ତାପରେ ତାର ଅନ୍ୟ କର୍ମ ଫଳ ମିଶି ତାର ପର ଜନ୍ମ କୁକୁର ହୋଇଥାଏ। କାରଣ ତାଙ୍କର ଯେଉଁ ସ୍ତ୍ରୀ ସହ ସମ୍ପର୍କ ରଖିଲେ କୌଣସି ଅସୁବିଧା ନାହିଁ।
କୁକୁର ମେଣ୍ଢା
ଯେଉଁ ମାନେ ଅତି ଜିଦଖୋର ହୋଇଥାନ୍ତି ସେମାନେ ମୃତ୍ୟୁ ପରେ ମେଣ୍ଢା ହୋଇ ଜନ୍ମ ହୋଇଥାନ୍ତି।
ଯିଏ ବିନା ଦୋଷରେ ଅନ୍ୟକୁ ଦଣ୍ଡ ଦେଇଥାଏ ଏବଂ ସର୍ବଦା ଫଁ ଫଁ ହୋଇଥାଏ ସେ ପର ଜନ୍ମରେ ସାପ ହୋଇ ଜନ୍ମ ହୋଇଥାଏ।
ସାପ ପେଚା
ଯିଏ ନିଜ ବଡ଼ ଭାଈ ଉପରକୁ ହାତ ଉଠାଇ ଥାଏ,ସମାଜ ଆଗରେ ନୀଚ୍ଚ ମନେଇ ଥାଏ,ବା ଭାଇକୁ ଅପମାନ କରିଥାଏ ସେ ଆର ଜନ୍ମରେ ପେଚା ଜନ୍ମ ନିଏ।
ଯଦି ଯେଉଁ ପୁରୁଷ ନିଜ ସ୍ତ୍ରୀ ସହ ଜବରଦସ୍ତ ସମ୍ପର୍କ ରଖିବା ପାଇଁ କୁହେ ବା ତାର ବଳତ୍କାର କରେ ବା ନିଜ ସ୍ତ୍ରୀକୁ ହାତ ଉଠାଇ ଥାଏ ବା ନିର୍ଯାତନା କରିଥାଏ,ସେ ମଧ୍ୟ ନର୍କକୁ ଯାଏ। ପରେ ପର ଜନ୍ମରେ କିନ୍ନର ହୋଇଥାଏ।
ଯିଏ ପିତା ମାତାଙ୍କୁ ଅଭାଷା କହିଥାଏ ଏବଂ ସ୍ନମାନ ଦେଇନଥାଏ ସେ ପର ଜନ୍ମରେ ମୁକ ହୋଇ ଜନ୍ମ ହୋଇଥାଏ। ଯିଏ ପର ନାରୀ ପର ସ୍ତ୍ରୀ ସହିତ ସଂଭୋଗ କରିଥାଏ ସେ ସାତ ଜନ୍ମ ପର୍ଯ୍ୟନ୍ତ ନର୍କ ଭୋଗ କରିଥାଏ।ସାଙ୍ଗମାନେ ଗରୁଡ଼ ପୁରାଣ ଅନୁସାରେ ଯଦି ଆପଣ ଏପରି ଭୁଲ କରୁଥିବେ ତେବେ କେବେହେଲେ ମଣିଷ ଜନ୍ମ ହୋଇ ଜନ୍ମ ହେବେ ନାହିଁ।
ଯେଉଁ ମାନେ ଗୁରୁଜନ ବା ପିତା ମାତାଙ୍କୁ କୁ-ଭାଷା କହି ଥାନ୍ତି ସେମାନେ । ଏବଂ ସାଧୁ ସନ୍ଥ ମାନଙ୍କୁ ଭାଷା ର ବ୍ୟବହାର କରନ୍ତି । ତେବେ ସେମାନେ ପର ଜନ୍ମରେ ମୁକ ହୋଇ ଜନ୍ମ ନିଅନ୍ତି ।
ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ । ଧନ୍ୟବାଦ । ।