ମଣିଷ ଚିହ୍ନି ବା
ବଡ କଷ୍ଟ
ବନ୍ଧୁ
ଆମ ପାଖେ ପାଖେ ଥାଇ
ଆମ ଠାରୁ ପ୍ରତିଶୋଧ ନେବା କୁ
ପଛାଏ ନାହିଁ
ଯେଉଁ ଥାଳି ରେ ଖାଏ
ସେଇ ଥାଳି କୁ ଗୋଇଠା
ମାରିବାକୁ ପଛାଏ ନାହିଁ
ବୁଦ୍ଧି ଥାଇ ଚତୁର ହେଲା
ନିଜ ଚତୁପାର୍ଶ୍ଵ କୁ ନିଜେ ଦୂଷିତ
କଲା ।।
?♀?♀?♀?♀?♀?♂?♂?♂?♂
?ଜୟ ଜଗନ୍ନାଥ ?
Post Views: 207