ରବିବାର ଦିନ ଆପଣାନ୍ତୁ ଏହି ଉପାୟ, ଭାବିବା ଆଗରୁ ହିଁ ହୋଇଯିବ ସବୁ କାମ !
![](https://thetruths.in/wp-content/uploads/2021/09/Sunday-1024x576.jpg)
ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ସେଥିପାଇଁ ବେଳେ ବେଳେ ଆମେ କରୁଥିବା କାମ ଅଧାରେ ରାହିଯାଏ ।
ତେବେ ଏହା ଏଥି ପାଇଁ ହୁଏ କି କୌଣସି ଗ୍ରହର ଖରାପ ଦ୍ରୁଷ୍ଟି ଆମ ଉପରେ ପଡେ । ତେବେ ସେଥିରୁ ମୁକ୍ତି ପାଇଁ ରବିବାର ଦିନ ଏହି ଉପାୟ କରନ୍ତୁ ଦେଖିବେ ସବୁ ଋଷ୍ଟ କଷ୍ଟ ଖଣ୍ଡନ ହେବ ।
ଯଦି ଆପଣଙ୍କର ହେଉଥିବା କାମ ବିଗିଡି ଯାଏତ ସେଥିପାଇଁ ଚିନ୍ତା କରନ୍ତୁ ନହିଁ । ଯଦି କାମ ହେଉନିତ ଜାଣନ୍ତୁ ଆପଣଙ୍କ ସୂର୍ଯ୍ୟ ଗ୍ରହ କମଜୋର ଅଛନ୍ତି । ଜ୍ୟୋତିଷ ପ୍ରୋମୋଦ ପାଣ୍ଡିୟାଙ୍କ ମୁତାବିକ ଯଦି କେହି ଏହି ସମସ୍ୟା ସହିତ ଲଢୁଛି ତାକୁ ତାର ସୂର୍ଯ୍ୟ ଗ୍ରହକୁ ମଜଭୁତ କରିବା ଉଚିତ । କିନ୍ତୁ ସେଥିପାଇଁ ରବିବାରକୁ କିଛି ଖାସ ଉପାୟ କରିବାର ଆବଶ୍ୟକ ରହିଛି ।
ଏମିତି ସୂର୍ଯ୍ୟ ଦେବଙ୍କୁ ପ୍ରସନ କରିବା ପାଇଁ କୌଣସି ଦିନ ବିଶେଷର ଆବଶ୍ୟକ ନଥାଏ । କିନ୍ତୁ ରବିବାର ସୂର୍ଯ୍ୟ ଦେବଙ୍କ ଦିନ ହୋଇଥାଏ ତ ଏହି ଦିନରେ ତାଙ୍କର ପୂଜା କଲେ ବହୁତ ଫାଇଦା ମିଳିଥାଏ । ସେଥିପାଇଁ ପ୍ରତେକ ରବିବାର ତମ୍ବାର ଲୋଟାରେ ଚାଉଳ, ନାଲି ଲଙ୍କାର କିଛି ଦାନା ଓ ନାଲି ରଙ୍ଗର ଫୁଲ, ଫୁଲ ଯଦି ନ ମିଳୁଛି ହଳଦୀ ଚୁର୍ଣ ପକାନ୍ତୁ । ଏହା ପରେ ଏହି ଜଳକୁ ସୂର୍ଯ୍ୟ ଦେବଙ୍କୁ ସମର୍ପିତ କରନ୍ତୁ ।
ରବିବାରଦିନ ସୂର୍ଯ୍ୟ ପୁରାଣର ପାଠ କରନ୍ତୁ । ଏହା ସହିତ ସୂର୍ଯ୍ୟୟ ନମଃ, ଓଂ ହ୍ରୀଙ୍ଗ ହ୍ରୀଙ୍ଗ ସୂର୍ଯ୍ୟାୟ ନମଃ, ଓଂ ଘୃଣୀ ସୂର୍ଯ୍ୟାଦିତ୍ୟମ’ ଓ ଓଂ ହ୍ରାଂ ହ୍ରୀଂ ହ୍ରୌଂ ସ: ନମଃ ଏହି ମନ୍ତ୍ରରେ ସୂର୍ଯ୍ୟଦେବଙ୍କ ଉପାସନା କରନ୍ତୁ । କିନ୍ତୁ ମନେ ରଖିବେ ସୂର୍ଯ୍ୟଦେବଙ୍କ ଆରାଧନା ପ୍ରଥା କାଳୀନ ବେଳାରେ କରାଯାଇଥାଏ । ସେଥିପାଇଁ ଯେବେ ସୂର୍ଯ୍ୟ ପୂରାଣ ପଢିବେ କି ମନ୍ତ୍ର ଜପ କରିବେ ସକାଳେ ହିଁ କରନ୍ତୁ ।
ଯଦି ଆପଣ ସୂର୍ଯ୍ୟ ଗ୍ରହକୁ ମଜଭୁତ କରିବାକୁ ଚାହୁଁଛନ୍ତି ରବିବାରଦିନ ଯଥାଶକ୍ତି ତମ୍ବାର ପାତ୍ର, ନାଲି କପଡା, ଗହମ, ଗୁଡ ଓ ନାଲି ଚନ୍ଦନର ଦାନ କରିବା ଉଚିତ । ଏହା ସହିତ ଧ୍ୟାନ ରଖନ୍ତୁକି କେବେବି ବିନା ସ୍ନାନ କରି ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରନ୍ତୁ ନାହିଁ ।
ବନ୍ଧୁଗଣ ଆଶାକରୁଛୁ ଆମର ଏହି ସ୍ୱାସ୍ଥ୍ୟ ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।