Prime Minister

ନୂଆଦିଲ୍ଲୀ: ଦେଶରେ ଆରମ୍ଭ ହୋଇଛି ମୋଦୀ ସରକାରଙ୍କ ୩ୟ ଇନିଂସ। ତୃତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ନରେନ୍ଦ୍ର ଦାମୋଦର ଦାସ ମୋଦୀ। ରବିବାର ସନ୍ଧ୍ୟା ୭ଟା ୧୫ମିନିଟରେ... Read More
କାଠମାଣ୍ଡୁ: ନେପାଳର ୧୩ତମ ପ୍ରଧାନମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ ପୁଷ୍ପ କମଲ ଦହଲ ‘ପ୍ରଚଣ୍ଡ’ । ‘ପ୍ରଚଣ୍ଡ’ ତୃତୀୟ ଥର ମୁକୁଟ ପିନ୍ଧିବାକୁ ଯାଉଛନ୍ତି। ୬ଟି ଦଳର ମିଳିତ ମେଣ୍ଟ ଦହଲଙ୍କୁ... Read More
କ୍ବାଲାଲମପୁର: ମାଲେସିଆରେ ନିର୍ବାଚନ ପରବର୍ତ୍ତୀ ଅଚଳାବସ୍ଥା ପରେ ଭେଟେରାନ ବିରୋଧୀଦଳ ନେତା ଅନୱର ଇବ୍ରାହିମ ଦେଶର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଅନୱର ଇବ୍ରାହିମଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ କରିଛନ୍ତି ରାଜା... Read More
ଗୁଜୁରାଟ : ଆମ୍ ଆଦମୀ ପାର୍ଟି (ଆପ) ର ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିଜେପି ଉପରେ ଜୋରଦାର ଟାର୍ଗେଟ କରିଛନ୍ତି । ଗୁଜୁରାଟରେ ସିଏ ପ୍ରାର୍ଥୀ ଭାବରେ ଆପ ମେଧା... Read More
ବ୍ରିଟେନ : ଆଜି ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ୪୭ ବର୍ଷୀୟା ଲିଜ୍ ଟ୍ରସ୍ । ତାଙ୍କୁ ଶପଥପାଠ କରାଇବେ ରାଣୀ ଏଲିଜାବେଥ୍-୨ । ସେ ତୃତୀୟ ମହିଳା ଭାବେ ବ୍ରିଟେନ୍‌ର... Read More
ଲଣ୍ଡନ: ମେରି ଲିଜ୍ ଟ୍ରସ୍ ହେବେ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ । ଭାରତୀୟ ବଂଶୋଦ୍ଭବ ଋଷି ସୁନକଙ୍କୁ ହରାଇ ଟ୍ରସ୍ କଞ୍ଜେର୍ଭେଟିଭ୍ ଦଳର ନୂଆ ନେତା ଭାବେ ନିର୍ବାଚିତ ହୋଇଛନ୍ତି । ଏଥିସହ ଟ୍ରସ୍... Read More
ଲଣ୍ଡନ : ଆଜି ବ୍ରିଟେନକୁ ମିଳିବ ନୂଆ ପ୍ରଧାନମନ୍ତ୍ରୀ । ବ୍ରିଟେନ ପ୍ରଧାନମନ୍ତ୍ରୀ ପଦ ‌ପାଇଁ ହୋଇଥିବା ନିର୍ବାଚନର ଫଳାଫଳ ସୋମବାର ଘୋଷଣା ହେବ। ବୋରିସ ଜନସନଙ୍କ ଉତ୍ତରାଧିକାରୀ ଦୌଡ଼ରେ ରହିଥିବା ଦୁଇ ପ୍ରତିଦ୍ବନ୍ଦ୍ବୀ... Read More
କଲମ୍ବୋ: ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ବରିଷ୍ଠ ରାଜନେତା ଦୀନେଶ ଗୁଣବର୍ଦ୍ଧନେ। ଗୁରୁବାର ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେ ପଦ ଓ ଗୋପନୀୟତାର ଶପଥ ପାଠ କରିଥିଲେ। ଆଜି ଗୁଣବର୍ଦ୍ଧନେ ଶପଥ ନେଇ... Read More
କାନବେରା: ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ସ୍କଟ ମରିସନ୍ ନିର୍ବାଚନରେ ​​ହାରିଛନ୍ତି। ନିର୍ବାଚନରେ ​​ଜିତିଥିବା ଲେବର ପାର୍ଟିର ଆନ୍ଥୋନୀ ଆଲବାନିସ୍ ବର୍ତ୍ତମାନ ଅଷ୍ଟ୍ରେଲିଆର ନୂଆ ପ୍ରଧାନମନ୍ତ୍ରୀ ହେବେ। ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ମରିସନ୍ କହିଛନ୍ତି... Read More
କଲମ୍ବୋ : ୟୁନାଇଟେଡ୍ ନ୍ୟାସନାଲ ପାର୍ଟିର ନେତା ରାନିଲ ବିକ୍ରମସିଂଘେ ଅରାଜକତା ଗ୍ରସ୍ତ ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ ହୋଇଛନ୍ତି । ଶ୍ରୀଲଙ୍କାର ୨୨୫ ସଦସ୍ୟ ବିଶିଷ୍ଟ ସଂସଦରେ ରାନିଲ ବିକ୍ରମସିଂଘେଙ୍କ ୟୁନାଇଟେଡ୍... Read More

Categories

You may have missed