ଭୁଲରେ ମଧ୍ୟ ଏହି ସବୁ ଜିନିଷ ରୋଷେଇ ଘରୁ ସାରିବାକୁ ଦିଅନ୍ତୁ ନାହିଁ, ନଚେତ ମାଡି ଆସିବା ଭୟଙ୍କର ସମସ୍ୟା !
ଆପଣମାନଙ୍କୁ ଆମର ଏହି ଓଡ଼ିଆ ପୋର୍ଟାଲକୁ ସ୍ୱାଗତ । ଜଣାଉଛୁ ପୁଣି ଏକ ନୂଆ ଟପିକ । ତେବେ ଚାଲନ୍ତୁ ଜାଣିବା ଆଜିର ଏହି ଟପିକ। ବନ୍ଧୁଗଣ ଆଜି ମୁଁ ଆପଣଙ୍କୁ ଏମିତି ଏକ ଜିନିଷ ବିଷୟରେ କହିବି ଯାହା ଆପଣଙ୍କର ରୋଷେଇ ଘରୁ ନ ସରିବା ଉଚିତ୍ । ଯଦି ଆପଣଙ୍କର ରୋଷେଇ ଘରୁ ଏହି ଜିନିଷ ସରିଯାଉଛି ତେବେ ଆପଣଙ୍କୁ ଗରିବ ଏବଂ ଦୁଃଖୀ ହେବାରୁ କେହି ଅଟକାଇ ପାରିବେ ନାହିଁ । ଖାଲି ଏତିକି ନୁହେଁ ଆପଣଙ୍କର ସ୍ବାସ୍ଥ୍ୟ ଅବସ୍ଥା ମଧ୍ୟ ଖରାପ୍ ହୋଇ ଯାଇ ପାରେ ଏବଂ କେବେବି ଆପଣଙ୍କ ଘରେ ମାତା ଅନ୍ନପୂର୍ଣ୍ଣା ବାସ କରିବେ ନାହିଁ ତେବେ ଏହି ଜିନିଷ ଗୁଡ଼ିକୁ ରୋଷେଇ ଘରୁ ଭୁଲରେ ମଧ୍ୟ ସାରିବାକୁ ଦିଅନ୍ତୁ ନାହିଁ ନହେଲେ ହୋଇପାରେ ସର୍ବନାଶ।
ଆମ ସମସ୍ତଙ୍କ ଜୀବନରେ ବାସ୍ତୁ ଶାସ୍ତ୍ର ର ବହୁତ ମହତ୍ୱ ରହିଛି । ବାସ୍ତୁ ଶାସ୍ତ୍ର ଅନୁସାରେ ଅନ୍ୟ ଗୃହ ଭଳି ରୋଷେଇ ଘର ହେଉଛି ସୁଖ ଓ ସମୃଦ୍ଧିର ଘର । ବାସ୍ତୁ ଶାସ୍ତ୍ର ଅନୁସାରେ କେତେଗୁଡିକ ଏମିତି ନିୟମ ମାନ ରହିଛି ଯାହା କେବେ ବି ରୋଷେଇ ଘରୁ ସାରିବା କଥା ନୁହେଁ । ଜିଦି ଏହି ବିଶେଷ ଜିନିଷ ଗୁଡିକ ଆପଣଙ୍କ ରୋଷେଇ ଘରେ ରହିଥାଏ ତାହାଲେ ସବୁବେଳେ ଉର୍ନତି ହେବ ସହିତ ଧାନ ସମ୍ପତି ବୃଦ୍ଧି ହେବା ସହିତ ପରିବାରରେ ଖୁସି ର ବାତାବରଣ ଲାଗି ରହିଥାଏ । ତେବେ ଏହି ସବୁ ଜିନିଷ ସରିଯିବା ପୂର୍ବରୁ ଘରକୁ ନେଇ ଆସନ୍ତୁ, ବନ୍ଧୁଗଣ ଆଜିର ହିଁ ଆର୍ଟିକିଲ ରେ ରୋଷେଇ ଘରରୁ କେଉଁ ଜିନିଷ ସମ୍ପୂର୍ଣ ଭାବରେ ସରିଯିବା ଅତ୍ୟନ୍ତ ଅଶୁଭ ହୋଇଥାଏ ।
ଅଗ୍ନି ବା ଗ୍ୟାସ ସିଲିଣ୍ଡର :
ପ୍ରାଚୀନ ସମୟରେ ସମସ୍ତଙ୍କ ଘରେ ଚୁଲିରେ ରୋଷେଇ ହେଉଥିଲା ଏବଂ ସମସ୍ତଙ୍କ ଘରେ ଚୁଲିରେ ଅଗ୍ନି ଜଳୁଥିଲା । ଆଜିକାଲି ସମୟରେ ସମସ୍ତଙ୍କ ଘରେ ଗ୍ୟାସ ରେ ରୋଷେଇ ହେଉଛି କିନ୍ତୁ ଏହା ଅଶୁଭ ହୋଇଥାଏ କାରଣ ଆପଣଙ୍କ ଘରେ ଅଗ୍ନି ଦେବ ବାସ କରନ୍ତି ନାହିଁ। ଏଥି ପାଇଁ ଆପଣଙ୍କ ଘର ପଞ୍ଚତତ୍ୱରୁ ବାହାରେ ରହିଥାଏ ଏହାର ଅର୍ଥ ହେଉଛି କେବେବି ଆପଣଙ୍କ ରୋଷେଇ ଘରୁ ଅଗ୍ନି ସାରିବାକୁ ଦିଅନ୍ତୁ ନାହିଁ। ପ୍ରାୟ ଲୋକଙ୍କ ଘରେ ଗ୍ୟାସରେ ରୋଷେଇ କରନ୍ତି । ଆପଣଙ୍କୁ ଗୋଟିଏ କଥା କହି ଦେଉଛୁ ଆପଣଙ୍କ ଘରେ ଗ୍ୟାସ ସିଲିଣ୍ଡର ସରିବା ପୂର୍ବରୁ ନୂଆ ସିଲିଣ୍ଡର ଆଣି ଘରେ ରଖି ଦିଅନ୍ତୁ ଏବଂ ଯଦି ଆପଣଙ୍କ ଘରେ ଚୁଲି ଅଛି ତେବେ ଏହା କହିବ ଆବଶ୍ୟକ ହୋଇନଥାଏ । ଆପଣ ରୋଷେଇ ଘରୁ କେବେବି ଅଗ୍ନିକୁ ସାରାନ୍ତୁ ନାହିଁ ନହେଲେ ଆପଣ ଗରିବ ହୋଇ ଯାଇପାରନ୍ତି ।
ଚାଉଳ :
ଏହା ସହିତ ଆପଣଙ୍କ ଘରେ ମୁଖ୍ୟ ଖାଇବା ନ ସରିବା ଉଚିତ। ରୋଷେଇ ଘରେ କେବେ ହେଲା ଚାଉଳ ଶେଷ ହେବାକୁ ଦିଅନ୍ତୁ ନାହିଁ ଯଦି ଏପରି ହୁଏ ତବେ ଜାଣିବେ ଯେ ଘରେ ଶୁକ୍ର ଗ୍ରହର ପ୍ରଭାବ ଶେଷ ହୋଇ ଯାଇଛି ତେଣୁ ଶୁକ୍ର ଗ୍ରହର ପ୍ରଭାବ କୁ ବାଯାଏ ରଖିବା ପାଇଁ ରୋଷେଇ ଘରେ ଗୋଟିଏ ପାତ୍ରରେ ସବୁବେଳେ ଚାଉଳ ଭର୍ତି କରି ରଖନ୍ତୁ । ଏହା କରିବା ଦ୍ୱାରେ ଘରେ ଶୁକ୍ର ଗ୍ରହର ସୁ ପ୍ରଭାବ ରହିଥାଏ ।
ଲୁଣ :
ରୋଷେଇ ଘରେ କେବେବି ବି ଲୁଣ ସାରିବା କଥା ନୁହେଁ, ପାଖ ପଡିସା ଘରକୁ ଲୁଣ କେବେ ହେଲେ ଧାର ମଧ୍ୟ ଦିଅନ୍ତୁ ନାହିଁ । ମିଟି କଲେ ଘରେ ତନ୍ତ୍ର ଶକ୍ତିର କୁ ପ୍ରଭାବ ଆପଣଙ୍କ ଉପରେ ପଡିଥାଏ । ଯଦି କିଏ ଆପଣଙ୍କୁ ଲୁଣ ଦିଅନ୍ତି ତାହାକୁ ମଧ୍ୟ ରଖନ୍ତୁ ନାହିଁ, ଏପରି କଲେ ଅଶୁଭ ସଂକେତ ମିଳିଥାଏ । ଲୁଣ ଆବଶ୍ୟକୀୟ ଜିନିଷ ହୋଇଥଇଥିବାରୁ ଏହା ସମ୍ପୂର୍ଣ ମାତ୍ରାରେ ସାରି ଯିବା ପୂର୍ବରୁ ଘରକୁ ନୂଆ ଲୁଣ କିଣିକି ନେଇ ଆସନ୍ତୁ ।
ଅଟା:
ରୋଷେଇ ଘରେ କେବେ ହେଲେ ଅଟା ରଖନ୍ତୁ ନାହିଁ, ଯଦି ଅଟା ଆପଣଙ୍କ ଶେଷ ହୋଇଯାଏ ଏହା ଆପଣଙ୍କୁ ବହୁତ ଅସୁବିଧାରେ ପକେଇବ । ସବୁ କାର୍ଯ୍ୟରେ ଅସଫଳତା ମିଳିଥାଏ ଏହାଦ୍ୱରା ନିଜର ମାନ ସଂମାନ ହ୍ରାସ ପାଇଥାଏ । ଆଦି ଅଟେ ରଖୁଛନ୍ତି ତେବେ ଏହାକୁ କେବେ ହେଲେ ସାରିବାକୁ ଦିଅନ୍ତୁ ନାହିଁ । ଯଦି ଆପଣ ଏହି ସବୁ ଜିନିଷ ରୋଷେଇ ଘରୁ କେବେ ସାରିବାକୁ ଦେବେନାହିଁ, ତେବେ ଦେଖିବେ ଆପଣଙ୍କ ଧନ ସମ୍ପତି ବୃଦ୍ଧି ପାଇବା ସହିତ ମାନ ସଂମ୍ମାନ ମଧ୍ୟ ବୃଦ୍ଧି ପାଇବ ।
ବନ୍ଧୁଗଣ ନମସ୍କାର । ମୁଁ ଆଶା କରୁଛି ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିବ। ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।