ମଙ୍ଗଳବାର କରିଦିଅନ୍ତୁ ଏହି ଉପାୟ ! ଦୂର ହେବ ଦୁର୍ଭାଗ୍ୟ, ଶତ୍ରୁଙ୍କ ଠାରୁ ମିଳିବ ମୁକ୍ତି
![](https://thetruths.in/wp-content/uploads/2022/05/Tuesday.jpg)
ମଙ୍ଗଳବାର ଦିନ ହନୁମାନ ଙ୍କ ର ଉପାସନା କରିବାର ବିଶେଷ ବିଧି ରହିଛି ଏହି ଦିନ ହନୁମାନ ଙ୍କ ର ସରଣ କୁ ଯିବା ଦ୍ୱାରା ଶତୃ ଙ୍କ ଠାରୁ ମୁକ୍ତି ସହଜ ରେ ମିଳିଯାଏ , ଯଦି ଜୀବନ ରେ ବହୁତ ସମସ୍ୟା ରହିଛି ତେବେ ଥରେ ହନୁମାନଙ୍କ ର ସରଣ ନିଶ୍ଚୟ ଯାଆନ୍ତୁ । ଆଜି ଆମେ ଆପଣ ଙ୍କୁ ଛୋଟ ଛୋଟ କିଛି ଉପାୟ କହିବୁ ଯାହା ଆପଣ ହ୍କ ଜୀବନ ର ସମସ୍ତ ଦୁଃଖ କଷ୍ଟ ଶତୃ ପାଖରୁ ଆପଣ ଙ୍କୁ ସୁରକ୍ଷିତ କରିବ । ମନୁଷ୍ୟ ଜୀବନ ରେ କେତେ ପ୍ରକାର ର ସମସ୍ୟା ଆସିଥାେ ଯାହା କାରଣ ରୁ ବହୁତ ଚିନ୍ତା କରିବାକୁ ପଡିଥାଏ। ଜୀବନ ରେ କେତେ ପ୍ରକାର ର ଲୋକ ବି ମିଳିଥାନ୍ତି କେତେ ଜଣ ଭୂଲ ଲୋକ ତ କେତେ ଜଣ ଖରାପ ଲୋକ ବି ମିଳିଥାନ୍ତି। କିନ୍ତୁ ଅଧିକାଂଶ ଖାରପ ଲୋକ ହିଁ ମିଳିଥାନ୍ତି । କାରଣ ପ୍ରତ୍ୟେକ ନିଜ ନିଜ ଠାରୁ ବୂଢିବା ଆଶାରେ ପିଠି ରେ ଛୁରା ଭୁସିଥାନ୍ତି ।
ଯଦି ଆପଣ ହ୍କୁ ଲାଗୁଛି ଜୀବନ ରେ ବହୁତ ସାରା ସମସ୍ୟା ରହିଛି ଶତୃ କାରଣ ରୁ ଚିନ୍ତା ଏବଂ ଭୟ ରହୁଛି । ଆପଣ ଙ୍କ ଜୀବନ ରେ ତେବେ ଏମିତି ରେ ଜ୍ୟୋତିଷ ମାନେ ବହୁତ ଉପାୟ ବତାଇଥାନ୍ତି ଯାହା ଶତୃ ଙ୍କ ଠାରୁ ମୁକ୍ତି ଦେଇଥାଏ। ହନୁମାନଙ୍କୁ ଯେତେବେଳେ ସକାଳେ ପୂଜା କରିଥାନ୍ତି ଶତୃୁ ମୁକ୍ତି ପାଇଁ ଏକ ଉପାୟ କରନ୍ତୁ । କୈଣସି ମଙ୍ଗଳବାର ଦିନ ଏକ ପାନ ପତ୍ର ରେ ଅଳ୍ପ ସିନ୍ଦୁର ରଖି କରି ହନୁମାନ ଙ୍କ ଚରଣ ରେ ରଖି ଦିଅନ୍ତୁ ଯଦି ପାନ ପତ୍ର ମିଳୁ ନାହିଁ ତେବେ ଅସ୍ତ ପତ୍ର ବି ଚଳିବ। ଯଦି ଆପଣ ମହିଳା ଅଟନ୍ତି ତେବେ ସିନ୍ଦୁର ନ ନେଇ ନାଲି ରଙ୍ଗ ର ପୁଷ୍ପ ଅର୍ପଣ କରନ୍ତୁ ଏହା ଆପଣ ହ୍କ ଜୀବନ ରେ ସବୁ ସଂଙ୍କଟ ଦୂର କରିବ।
ଯେତେବେଳେ ଆପଣ ହନୁମାନ ଙ୍କ ର ପୂଜା କରୁଛନ୍ତି ଦୁଇଟି ତୁଳସୀ ପତ୍ର ହନୁମାନ ଙ୍କୁ ନିଶ୍ଚୟ ଚଢାନ୍ତୁ। କାରଣ ଏହା କରିବା ଦ୍ୱାରା ହନୁମାନ ବହୁତ ପ୍ରସନ୍ନ ହୋଇଥାନ୍ତି ଏବଂ ସମସ୍ତ ସୁଖ ସୁବିଧା ଆପଣ ଙ୍କୁ ଦେଇଥାନ୍ତି । ଶତୃମୁଖୀ ପାଇଁ ଏକ ରାମ ବାଣ ଉପାୟ ଆସନ୍ତୁ ଜାଣିବା। ଏକ ମୟୂର ପାଙ୍ଖୁ କୁ ନେଇ ମଙ୍ଗଳବାର ଦିନ ଯାଆନ୍ତୁ ଏବଂ ହନୁମାନ ଙ୍କ ସିନ୍ଦୁର ନେଇ ସେହି ମୟୂର ପାଙ୍ଖ ରେ ସେହି ଶତୃର ନାମ ଲେଖନ୍ତୁ ଆଉ ତାହାକୁ ନେଇ ହନୁମାନ ଙ୍କ ର ପାଦ ନିକଟରେ ରଖନ୍ତୁ ଏବଂ ତାପର ଦିନ ସ୍ନାନ ସାରୀ ନଦୀରେ ସେହି ମୟୂର ପର କୁ ଭସାଇ ଦିଅନ୍ତୁ ,ଶତୃୁ ଚାହିଁ କରି ଆଉ ଆପଣ ଙ୍କୁ ହଇରାଣ କରିପାରିବେ ନାହିଁ । ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।