ବାଲିଯାତ୍ରାର ଫ୍ରିଡମ ଷ୍ଟଲରେ ଜନଗହଳି
କଟକ : ବାଲିଯାତ୍ରାର ୫ମ ଦିବସରେ ଫ୍ରିଡମ ଷ୍ଟଲରେ ଦେଖିବାକୁ ମିଳୁଛି ପ୍ରବଳ ଜନଗହଳି । ପ୍ରତ୍ୟେକ ଘରର ଗୃହୀଣୀମାନେ ବାଲିଯାତ୍ରାର ମଜା ନେବା ସହ ନିଜ ତଥା ପରିବାର ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇ ଘରକୁ ବୋହି ନେଇଯାଉଛନ୍ତି ଫ୍ରିଡମ ତେଲ । କାରଣ ଶରୀର ସୁସ୍ଥ ରହିବା ସହ ପ୍ରତେକ ତେଲ ଉପରେ ନିଶ୍ଚିତ ଉପହାରର ଯୋଜନା । ଆଉ ପ୍ରତ୍ୟେକ ୫ ଲିଟର ତେଲ ଜାର କିଣିଲେ ଡାବର ହନି ସହିତ ଏକ ପ୍ଲାଷ୍ଟିକ ବାଲଟି ସମ୍ପୂର୍ଣ୍ଣ ମାଗଣା ଦିଆଯାଉଛି । ଏହି ଐତିହାସିକ ବାଲିଯାତ୍ରାକୁ ଆସୁଥିବା ସମସ୍ତ ଗ୍ରାହକମାନଙ୍କୁ ଫ୍ରିଡମ ପରିବାର ପକ୍ଷରୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇବା ସହ ଫ୍ରିଡମ ଖାନ୍ତୁ ଆଉ ଫ୍ରିିଡମରେ ରୁହନ୍ତୁ ବୋଲି ଓଡିଶା ହେଡ ଅମୀୟ କୁମାର ଧଳ କହିଛନ୍ତିି ।