ଭଏସ୍ ଫର୍ ଭଏସଲେସ୍ ତରଫରୁ କମ୍ବଳ ବଣ୍ଟନ

କଟକ : ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଭଏସ୍ ଫର୍ ଭଏସ୍ଲେସ୍ ତରଫରୁ କଟକ ଷ୍ଟେସନରେ ଏକ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ହୋଇଯାଇଛିା ଏହି କାର୍ଯ୍ୟକ୍ରମରେ ଅସାହାୟ ମାନଙ୍କୁ ଡ. ଦ୍ୱିପୀୟନ ପଟ୍ଟନାୟଙ୍କ ନେତୃତ୍ୱରେ କମ୍ବଳ ବଂଟନ କରାଯାଇଛି ।ଏହି କାର୍ଯ୍ୟକ୍ରମରେ ଅଶୋକ କୁମାର ସାହୁ, ଡ. ଜ୍ଞାନି ଦେବାଶିଶ ମିଶ୍ର, ସୌମ ରଞ୍ଚନ ବାରିକ, ପ୍ରଦିପ କୁମାର ସାମଲ, ଶଶିଭୁଷଣ ବରାଳ, ଜ୍ଞାନେନ୍ଦ୍ର କୁମାର ପରିଡା, ମହମ୍ମଦ ସମିମ ଅଖତର, ଡ ରଂଜନ କୁମାର ଯତୀ, ଡ. ଓଁକାର ରାଉତ, ଡ. ବିଭୁଦତ୍ତ ଖଣ୍ଡାୟତରାୟ ପ୍ରମୁଖ ଯୋଗ ଦେଇଥିଲେ ।