ଆଜିର ହସକଥା
ଶିକ୍ଷକ- ପୁଅ ଯଦି ସଚ୍ଚା ମନରେ ପ୍ରାର୍ଥନା କରାଯାଏ, ତେବେ ନିଶ୍ଚିତ ସଫଳ ହୋଇଥାଏ,
ସୋନୁ- ରହିବାକୁ ଦିଅନ୍ତୁ ସାର୍, ଯଦି ଏମିତି ହୋଇଥାନ୍ତା ତେବେ ଆପଣ ମୋର ସାର୍ ନୁହେଁ ମୋର ଶଶୁର ହୋଇଥାନ୍ତେ, ତାପରେ କଣ, ସୋନୁ ର ଜୋରଦାର୍ ପ୍ରହାର ପିଠିରେ ।
ଇଂରେଜଙ୍କୁ ମଶା କାମୁଡୁଥିଲେ, ସେ ସବୁ ଲାଇଟ୍ ବନ୍ଦ କରିଦେଲେ, ତେବେ ରୁମରେ ଜୁଗୁନୁ ଆସିଗଲା,
ଇଂରେଜ- ଓହଃ ମାଇଁ ଗଡ୍, ଇଣ୍ତିଆର ମଶା କେତେ ଆଡଭାନ୍ସ, ଟର୍ଚ୍ଚ ନେଇକରି ଖୋଜୁଛି ।
ସ୍ତ୍ରୀ- ଯଦି ତୁମକୁ ମୁଁ ଛାଡିକି ଚାଲିଗଲି ତେବେ ତୁମେ କଣ କରିବ ?
ସ୍ୱାମୀ-ମୁଁ ତ ପାଗଳ ହୋଇଯିବି,
ସ୍ତ୍ରୀ-ତାମାନେ ଦ୍ୱିତୀୟ ବିବାହ କରିବନି ତ,
ସ୍ୱାମୀ- ଆରେ ପାଗଳ କିଛି ବି କରିପାରେ ।
ବାପା- ମୁର୍ଖ ତୁ ଫେଲ୍ ହୋଇଗଲୁ, ଆଜିଠାରୁ ମୋତେ ଆଉ ବାପା ଡାକିବୁନି,
ପୁଅ- ଓହଃ କମନ୍ ଡ୍ୟାଡ୍, ସ୍କୁଲ୍ ଟେଷ୍ଟ ହେଉଥିଲା, କେଉଁ ଡିଏନଏ ଟେଷ୍ଟ ହେଉ ଥିଲା ନା କଣ ?
ପଡୋଶୀ – ଟିକିଏ ତୁମର ବେଲଣ କାଠି ଟା ଦେବ, ମୋର ସ୍ୱାମୀ ଏବେ ଘରକୁ ଫେରିଛନ୍ତି,
ଦ୍ୱିତୀୟ ପଡୋଶୀ- ନେଇ ଯାଅ ଭଉଣୀ ଜଲଦି ଫେରାଇଦେବ, ମୋର ସ୍ୱାମୀ ବି ଆସିବାର ଅଛନ୍ତି,
ଏହି ଦୁହେଁ ମହିଳା ନିଜ ସ୍ୱାମୀଙ୍କୁ ସବୁଦିନ ତାଜା ଓ ଗରମ ରୁଟି ଖୁଆଇଥାନ୍ତି, ଭାବନା ବଦଳାଅ, ତେବେ ଯାଇ ଦେଶ ବଦଳିବ ।