ଆଜିର ଭାଗ୍ୟଫଳ (ରବିବାର, ୧୮/୭/୨୦୨୧)

ମେଷ :-
ଆଜି ଆପଣଙ୍କ ଆର୍ଥିକ ପକ୍ଷ ବହୁତ ଭଲ ରହିବ । ଭଗବାନଙ୍କ ପ୍ରତି ବିଶ୍ବାସ ବଢିବ । ବୈଚାରିକ ମତଭେଦ ଦୂର ହେବା ସହିତ ଆଜି କାହାକୁ ନିଜ ମନର କଥା କହିବାକୁ ସୁଯୋଗ ମିଳିବ । କାରୋବାରରେ ନୂଆ ସଉଦା ଲାଭ ପ୍ରଦ ହେବ । ରହିଯାଇଥିବା କାର୍ଯ୍ୟ ପୁରା ହେବାରେ ଏବେ ବହୁତ ସମୟ ଲାଗିବ । ବିଚାରର ତାଳମେଳ ବନାଇକି ରଖିବା ବହୁତ ଜରୁରୀ ହୋଇଥାଏ । ସମ୍ପର୍କର ଭଲ ଗୁଣ ଫୁଟିକି ବାହାରିବ ।
ବୃଷ :-
ଆଜି କୌଣସି ସ୍ତ୍ରୀ ମିତ୍ରର ସହଯୋଗ ଦ୍ଵାରା ଲାଭବାନ ହେବେ । ବିଦ୍ୟାର୍ଥୀଙ୍କର ପଢାରେ ମନ ଲାଗିବା ଭବିଷ୍ୟତରେ ଆଗକୁ ବଢିବ ପାଇଁ ସୁଯୋଗ ମିଳିବ । ସାମାଜିକ ସନମାନ ମଧ୍ୟ ବଢିବ । ପାରିବାରିକ ସମ୍ବନ୍ଧରେ ସୁଧାରର ଯୋଗ ବନୁଛି । ବ୍ୟସ୍ତ ଦିନଚର୍ଜ୍ୟ ପରେ ମଧ୍ୟ ସ୍ୱାସ୍ଥ୍ୟ ବହୁତ ଭଲ ରହିବ । ଖର୍ଚରେ ବୃଦ୍ଧି ହେବ । ପରିବାରରେ କୌଣସି ମାଙ୍ଗଳିକ କାର୍ଯ୍ୟର ଯୋଜନା ରହିଛି ।
ମିଥୁନ :-
ଆଜି ଆପଣ ନିଜ ଯୋଜନାକୁ ପୁରା କରିବା ପାଇଁ ସଫଳ ହେବେ । ପାରିବାରିକ ସୁଖ ଶାନ୍ତିରେ ବୃଦ୍ଧି ହେବ । ବ୍ୟବସାୟରେ ଅଧିକ ଧନ ଲଗାଇବା ଲାଭକରକ ରହିବ । ଆଜି କୌଣସି ପୁରୁଣା ମିଟରଙ୍କ ସହିତ ଦେଖା ହେବା କାରଣରୁ ଦିନ ବହୁତ ଭଲ ରହିବ । ପଇସା ମାମଲାରେ ବୁଦ୍ଧିମତାର କାମ କରିବେ । ଭାଇ ଭଉଣୀଙ୍କ ସହଯୋଗ ମିଳିବ ।
କର୍କଟ :-
ଆଜି ଆପଣଙ୍କ ଯାତ୍ରା ଆରମଦାୟକ ରହିବ । ଆପଣଙ୍କୁ ନୂଆ ବସ୍ତ୍ରର ପ୍ରାପ୍ତ ହେବ । ପାରିବାରିକ ଲୋକଙ୍କ ସହିତ ସମ୍ପର୍କ ମଧୁର ହେବ । ଭାଗ୍ୟଦୋୟ ସମ୍ଭାବନା ଭିତରେ କାର୍ଯ୍ୟ ସ୍ଥଳରେ କାହାକୁ ଆକର୍ଷିତ କରିବେ । ଯାହା ବି କାମ କରୁଛନ୍ତି ପୁରା ଆତ୍ମା ବିଶ୍ଵାସ ସହିତ ଓ ଆନନ୍ଦରେ କରିବେ, ଆଉ ସଫଳ ହେବେ । ଆମଦାନୀ ବଢିବାର ଆଶା ରହିଛି ।
ସିଂହ :-
ଆଜି ଘର ପରିବାରରେ କାହା ସହିତ ମନ ମାଳିନ୍ୟ ହୋଇପାରେ । ରାଗ ଉପରେ ନିୟାତ୍ରଣ ରଖନ୍ତୁ । ରଚନାତ୍ମକ କାମରେ ଲାଗିଥିବା ଲୋକଙ୍କ ପାଇଁ ସଫଳତା ଭରା ଦିନ ରହିବ । ଆପଣ ଅନୁଭବ କରିବେକୀ ଆପଣଙ୍କ ଜୀବନ କୌଣସି ମହତ୍ଵ ପୂର୍ଣ କଥା ବାର୍ତାରେ ଅସହମତ ହୋଇ ପାରନ୍ତି । ନିବେଶର ଯୋଜନା ବନିବ ।
କନ୍ୟା :-
କାନୁନି ଆଉ ପଇସା ମାମଲାରେ କ୍ଲିୟର ଓ ସକାରାତ୍ମକ କଥା ବାର୍ତା ହୋଇପାରେ । ମାନସିକ ଅବସାଦ କାରଣରୁ କାମ ଉପରେ ଧ୍ୟାନ ଦେବା କଠିନ ହୋଇପାରେ ଆଉ ଅଧିକ ଭାବନ୍ତୁ ନାହିଁ । ନିଜ ହୃଦୟର କଥା ପାର୍ଟନରକୁ ଲୁଚାନ୍ତୁ ନାହିଁ । ଜମି କିଣିବାରେ ଆପଣଙ୍କ ଧ୍ୟାନ ରହିବ ।
ତୁଳା :-
ଆଜି ଆପଣଙ୍କୁ କାମ କାର୍ଯ୍ୟରେ ଧନ ଲାଭ ହେବ । ମାଙ୍ଗଳିକ କାର୍ଯ୍ୟ କ୍ରମରେ ସାମିଲ ହେବେ । ଚାକିରିରେ ଉଚ ଅଧିକାରୀଙ୍କ ସହଯୋଗ ମିଳିବ । ଆଜି ଯଦି କେଉଁଠି ଭୂମି ଓ ଜମି ସମ୍ପର୍କୀୟ ବିବାଦ ରହିଛି ତେବେ ତାର ମଧ୍ୟ ସମାଧାନ ହୋଇଯିବ ।
ବିଛା :-
ଆଜି ଭଲ ଅଭ୍ଯାସ ଓ ନିୟମରେ ରହିବାକୁ ଆପଣଙ୍କ ପାଇଁ ଲାଭ କାରୀ ରହିବ । ଯଦି ଆପନ୍ନକ ପଇସା କେଉଁଠି ରୋକୀ ହୋଇ ରହିଛି ତେବେ ଟିକେ କଷ୍ଟ କରିବା ଦ୍ଵାରା ତାର ପ୍ରାପ୍ତି ହୋଇବ । ଦାଂପତ୍ଯ ଜୀବନରେ ସୁଖର ସ୍ଥିତି ରହିବ । ପରିବାର ଅନ୍ୟ ସମ୍ପର୍କରେ ଆଜି ଆପଣ ଅଧିକ ଭାବୁକ ରହିବେ । ବିଦେଶ ଯାତ୍ରା କରିବା ପାଇଁ ଦିନ ଆପଣଙ୍କର ବହୁତ ଭଲ ରହିବ ।
ଧନୁ :-
ଧନୁ ରାଶିର ଜାତକ ଆଜି କୌଣସି ଏମିତି ମଣିଷର ସାଥ ପାଇବାର ଚେଷ୍ଟା କରୁଛି ଯିଏ ଆପଣଙ୍କ ଭାବନାକୁ ବୁଝୁଛି ଓ ଆଉ ଆପଣ ତାଙ୍କର ମଧ୍ୟ । କିଛି ଲୋକ ପାଇ ଆକସ୍ମିକ ଯାତ୍ରା ବହୁତ ବ୍ୟସ୍ତ ଓ ଟେନସନ ପୂର୍ଣ ରହିବ । ଯଦି ଆପଣ ଚେଷ୍ଟା କରିବେତ ଆପଣ ଆପଣଙ୍କ ଜୀବନସାଥିଙ୍କ ସହିତ ନିଜ ଜୀବନର ସବୁଠୁ ଭଲ ଦିନ ଆଜି ବ୍ଯତୀତ କରିବେ । ମାତାଙ୍କ ଚରଣ ସ୍ପର୍ଶ କରି ଆଶୀର୍ବାଦ ପ୍ରାପ୍ତ କରନ୍ତୁ ।
ମକର :-
ଆଜି ସାଂସାରିକ ସୁଖ ବୋଗ କରିବାର ସାଧାନାରେ ଶୁଭ ବ୍ୟୟ ହେବା ଦ୍ଵାରା ମନ ଖୁସି ରହିବ । ଆଜି ସ୍ଵାସ୍ଥ୍ୟକୁ ନେଇକି ଟିକେ ସାବଧାନ ରୁହନ୍ତୁ । ବାହାର ଖାଦ୍ଯ ଖାଇବାରୁ ବଞ୍ଚାନ୍ତୁ । କୌଣସି ନୂଆ କାର୍ଯ୍ୟର ଆରମ୍ଭ କରିବେ । ଏଥିରେ ଭାଇ ଓ ଭଉଣୀଙ୍କର ପୁରା ସହଯୋଗ ମିଳିବ । ଉନ୍ନତି ହେବ । ଆଜି କାହା ସହିତ ପଇସାର ବ୍ଯବହାର କରନ୍ତୁ ନାହିଁ । ଆଜି ଆପଣ ଙ୍କ ଦିନ ସାମାନ୍ଯ ରହିବ ।
କୁମ୍ଭ :-
ମାତାଙ୍କ ସ୍ଵାସ୍ଥ୍ୟର ଚିନ୍ତା ରହିବ । ଚାକିରିରେ ପ୍ରଗତି ହେବ । ସ୍ଵାସ୍ଥ୍ୟର ସୁଧାର ଆପଣଙ୍କୁ ମଜଭୁତ ଓ ସକାରାତ୍ମକ ବନାଇବ । ରାଜନୀତିଜ୍ଞ ସଫଳତା ଦ୍ଵାରା ଖୁସି ରହିବେ । ସମ୍ଭବ ଅଟେକି ଆପଣଙ୍କ ବାପା ମା ଆପଣଙ୍କ ଜୀବନସାଥିଙ୍କୁ କିଛି ସାନଦାର ଆଶୀର୍ବାଦ ଦେବେ, ଯାହା ଦ୍ଵାରା ଆପଣଙ୍କ ବୈବାହିକ ଜୀବନରେ ଆହୁରି ଭଲ ଆସିବ । ଧନର ଆଗମନର ସମ୍ଭାବନା ରହିଛି
ମୀନ :-
ଆଜି ସନ୍ତାନଙ୍କ ତରଫରୁ ଶୁଭ ସମାଚାର ମିଳିବ । ବ୍ୟବସାୟରେ ଆଜି ଧୀରେ ଧୀରେ ସଫଳତା ଆଡକୁ ପାଦ ବଢାଇବେ । କିନ୍ତୁ କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ସମୟ ଅନୁକୂଳ ନୁହେଁ । ଆଜି ଆପଣ କାମ କାର୍ଯ୍ୟ ପାଇଁ ଅଧିକ ପ୍ରେସର ଦେବେ ତେବେ ଲୋକ ଭଡକି ପାରନ୍ତି । ଆପଣଙ୍କ ସାଥି ସମବେଦନ ସିଲତା ମୁଡରେ ରହିବେ ।