ରାତିରେ ଶୋଇବା ସମୟରେ ବିଲକୁଲ କରନ୍ତୁନି ଏହିସବୁ ଭୁଲ ! ନଚେତ ସବୁକିଛି ହୋଇଯିବ ବର୍ବାଦ
ରାତିରେ ଶୋଇବା ସମୟରେ ଭୁଲରେ ବି କରନ୍ତୁ ନାହିଁ ଏହି ଭୁଲ ନଚେତ ସବୁକିଛି ହୋଇଯିବ ବର୍ବାଦ। ଶାସ୍ତ୍ରରେ କୁହାଯାଇଛି ଯେ ଖାସ କରି ମହିଳା ମାନଙ୍କୁ ରାତି ସମୟରେ ଏହି କାମ କେବେବି କରିବା ଉଚିତ ନୁହେଁ। ଯଦି ଆପଣ ବର୍ବାଦ ହେବାରୁ ବଞ୍ଚିତ ହେବାକୁ ଚାହୁଁଛନ୍ତି ତ ଏହି ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ।
କିଛି ଛୋଟ ଛୋଟ କଥା ବି କ୍ଷତିକାରକ ବନିଯାଇଥାଏ। ଜ୍ୟୋତିଷ ଶାସ୍ତ୍ରରେ କିଛି ଏମିତି କଥା କୁହାଯାଇଛି ଯାହାକୁ ନମାନିଲେ ସୌଭାଗ୍ୟ ବି ଦୁର୍ଭାଗ୍ୟର ପରିଣତ ହୋଇଯାଇଥାଏ। ଦେଖୁ ଦେଖୁ ଆମର ସୁଖ ଶାନ୍ତି ବୈଭବ ଏବଂ ଖୁସି ହରେଇ ଦେଇଥାଉ। ଆଜି ଆମେ ଆପଣଙ୍କୁ ଏହି ବିଷୟରେ ଜଣେଇବୁ କି ରାତିରେ ଶୋଇବା ସମୟରେ ବିଲକୁଲ ବି ଏହି କାମ କରନ୍ତୁ ନାହିଁ ନଚେତ ଆମର କ୍ଷତି ହୋଇପାରେ। ଆପଣ ମା ଲକ୍ଷ୍ମୀଙ୍କ କୃପାରୁ ବଞ୍ଚିତ ହୋଇପାରନ୍ତି। ବନ୍ଧୁଗଣ ଆସନ୍ତୁ ଜାଣିବା।
ରାତିରେ ଶୋଇବା ସମୟରେ ନିଜ ମୁଣ୍ଡ ପାଖରେ କେବେବି ଔଷଧ ରଖି ଶୋଇବା ଉଚିତ ନୁହେଁ ନଚେତ ମାନସିକ ଚାପ ଏବଂ ବିମାରୀ ହୋଇପାରେ। ନିଜ ମୁଣ୍ଡ ପାଖରେ ଔଷଧ ରଖି ଶୋଇଲେ ଖରାପ ଶକ୍ତି ହାବି ହୋଇଯାନ୍ତି। ଏହା ନକରାତ୍ମକତାକୁ ବଢାଇଥାଏ।
ତକିଆ ଉପରେ ବସିବା ଉଚିତ ନୁହେଁ। ଏହା ଦ୍ବାରା ରାତିରେ ମୁଣ୍ଡ ବିନ୍ଧା ବଢିଯାଇଥାଏ। ବ୍ୟକ୍ତି ଉପରେ ନକରାତ୍ମକତା ହାବି ହୋଇଯାଇଥାଏ।
ରାତିରେ ଯେତେବେଳେ ଶୋଇବା ପାଇଁ ଯିବେ ତ ନକରାତ୍ମକତା ଭରା କଥା ଭୁଲରେ ବି ଆଲୋଚନା କରନ୍ତୁ ନାହିଁ କିମ୍ବା ଭୂତ ପ୍ରେତ ଆତ୍ମାଙ୍କ ବିଷୟରେ ଆଲୋଚନା କରନ୍ତୁ ନାହିଁ। ଏହା ଦ୍ବାରା ଖରାପ ଶକ୍ତି ଆକର୍ଷିତ ହୋଇଥାଏ ଏବଂ ଆପଣଙ୍କ ଉପରେ ହାବି ହୋଇଯାଏ। ଏହା ଦ୍ବାରା ଆପଣଙ୍କ ଜୀବନ ନର୍କ ଠାରୁ ଖରାପ ହୋଇଯାଏ।
ରାତିରେ ରୋଷେଇ ଘରେ କେବେବି ଅଇଁଠା ବାସନ ରଖି ଶୋଇବା ଉଚିତ ନୁହେଁ। ଏହା ଦ୍ବାରା ମା ଲକ୍ଷ୍ମୀ କ୍ରୋଧିତ ହୋଇଯାଇ ଘରୁ ଚାଲିଯାନ୍ତି ଏବଂ ବ୍ୟକ୍ତିଙ୍କୁ ଗରିବିର ସାମ୍ନା କରିବାକୁ ପଡିଥାଏ।
ବାସ୍ତୁଶାସ୍ତ୍ର ଅନୁସାରେ ବ୍ୟକ୍ତି ଙ୍କୁ ରାତିରେ ଶୋଇବା ସମୟରେ ନିଜ ମୁଣ୍ଡ ପାଖରେ କେବେ ମଧ୍ୟ ମନିପର୍ସ ରଖି ଶୋଇବା ଉଚିତ ନୁହେଁ। ଏଭଳି କରିବା ଦ୍ଵାରା ଘରର ଖର୍ଚ୍ଚ ବଢିଥାଏ ଏବଂ ବ୍ୟକ୍ତି ଙ୍କ ଜୀବନରେ ନକରାତ୍ମକ ପ୍ରଭାବ ମଧ୍ୟ ପଡିଥାଏ। ଏଣୁ ଶୋଇବା ସମୟରେ ନିଜ ମୁଣ୍ଡ ପାଖରେ କେବେ ମଧ୍ୟ ଧନ ଟଙ୍କା ପଇସା ଅଥବା ମନିପର୍ସ ଆଦି ରଖିବା କଥା ନୁହେଁ। ଏହା ଦ୍ବାରା ମା ଲକ୍ଷ୍ମୀ କ୍ରୋଧିତ ହୋଇଯାନ୍ତି। ଧନ ରଖିବାର ସ୍ଥାନ ଆଲମାରୀ ହୋଇଥାଏ।
ବ୍ୟକ୍ତିଙ୍କୁ ରାତିରେ ଶୋଇବା ସମୟରେ କେବେବି ମଧ୍ୟ ସୁନା ଅଥବା ଚାନ୍ଦି ର ଜିନିଷ କୁ ନିଜ ମୁଣ୍ଡ ପାଖରେ ରଖି ଶୋଇବା ଉଚିତ ନୁହେଁ। ଏପରି କରିବା ଦ୍ଵାରା ସୌଭାଗ୍ୟ ମଧ୍ୟ ଦୁର୍ଭାଗ୍ୟରେ ପରିଣତ ହୋଇଯାଇଥାଏ।
ଶାସ୍ତ୍ର ରେ ଏହା ମଧ୍ୟ କୁହାଯାଇଅଛି ଯେ ବ୍ୟକ୍ତିଙ୍କୁ ନିଜ ମୁଣ୍ଡ ପାଖରେ କୌଣସି ଲୁହାର ତିଆରି ଚାବି ରଖି ଶୋଇବା ଉଚିତ ନୁହେଁ। ଲୁହା ବ୍ୟତୀତ ଯଦି ଅନ୍ୟ କୌଣସି ଧାତୁରେ ତିଆରି ଚାବି କୁ ଯଦି ଆପଣ ମୁଣ୍ଡ ପାଖରେ ରଖି ଶୋଇବେ ତେବେ ଏହା ଆପଣଙ୍କ ଜୀବନରେ ଅଭାବ ଆଣିଦେଇଥାଏ ଚୋରି ବଢିଥାଏ ଜୀବନରେ ନକରାତ୍ମକତା ବଢିଥାଏ। ଏହା ଧନକୁ ଶେଷ କରିଦେଇଥାଏ।
ବ୍ୟକ୍ତିଙ୍କୁ ଭୁଲ ରେ ମଧ୍ୟ ଶୋଇବା ସମୟରେ କେବେ ମଧ୍ୟ ଜୋତା ଅଥବା ଚପଲ ନିଜ ମୁଣ୍ଡ ପାଖରେ ରଖି ଶୋଇବା କଥା ନୁହେଁ। ଏହା କରିବା ଦ୍ୱାରା ରାହୁଦୋଷ ଉତ୍ପନ ହୋଇଥାଏ ଏବଂ ବ୍ୟକ୍ତିଙ୍କ ଉପରେ ମଙ୍ଗଳ ଭାରି ହୋଇଥାଏ ଏବଂ ଖରାପ ଖରାପ ସ୍ୱପ୍ନ ଆସିବାକୁ ଲାଗିଥାଏ। ଏହା ଦ୍ବାରା ଆପଣଙ୍କ ଉପରେ ନକରାତ୍ମକ ଉର୍ଜା ହାବି ହୋଇଥାଏ। ଏହି କାରଣରୁ ଘରେ ସମସ୍ୟା ଆସିବାକୁ ଲାଗିଥାଏ ଏବଂ ଘରୁ ମା ଲକ୍ଷ୍ମୀ ଛାଡି ଚାଲିଯାଇଥାନ୍ତ।
ମୁଣ୍ଡ ପାଖରେ ନେଲକଟର ଛୁରୀ ଆଦି ଧାରୁଆ ଜିନିଷ ରଖି ଶୋଇବା ଉଚିତ ନୁହେଁ। ଏମିତି କରିବା ଦ୍ୱାରା ଶାରୀରିକ ଶକ୍ତି ତଥା ପୂର୍ଣ୍ଣ ଶକ୍ତି କମଜୋର ହୋଇଥାଏ ଏହା ଦ୍ବାରା ଜୀବନରେ ସମସ୍ୟା ବଢିଯାଇଥାଏ। ଏହା ଦ୍ବାରା କୌଣସି ଦୁର୍ଘଟଣା ହୋଇପାରେ। ଏଥିପାଇଁ ଧାରୁଆ ଜିନିଷ ମୁଣ୍ଡ ପାଖରେ ରଖି ଶୋଇବା ଉଚିତ ନୁହେଁ।