ଟୋକିଓ ଅଲିମ୍ପିକ୍ସ : କ୍ୱାର୍ଟର ଫାଇନାଲରେ ବଜରଙ୍ଗ ପୁନିଆ
ଟୋକିଓ : ଟୋକିଓ ଅଲିମ୍ପିକ୍ସରେ ଶୁକ୍ରବାର ୧୫ତମ ଦିବସ। ଆଜି ରେସଲିଂରେ ଭାରତୀୟ ରେସଲର ବଜରଙ୍ଗ ପୁନିଆ ଜିତି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ।
ପୁରୁଷ ୬୫ କିଲୋଗ୍ରାମ ଫ୍ରିଷ୍ଟାଇଲ ୧/୮ ଫାଇନାଲ ମ୍ୟାଚରେ କାଜାଖସ୍ତାନର ଏର୍ଣ୍ଣାଜାର ମକ୍ମାତାଲିଏଭଙ୍କୁ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ତେବେ ତାଙ୍କଠାରୁ ଭାରତ ପାଇଁ ଆଉ ଏକ ପଦକ ଆଶା କରାଯାଉଛି।