ଆଜିର ହସକଥା
ସ୍ଵାମୀ ସ୍ତ୍ରୀଙ୍କୁ କହିଲେ ଗତ ମାସର ହିସାବ ଦିଅ । ସ୍ତ୍ରୀ ହିସାବ ଲେଖିବା ଆରମ୍ଭ କଲେ ଏବଂ ମଝିରେ ମଝିରେ ଲେଖିବାରେ ଲାଗିଲେ ଭ.ଜା.କୁ.ଗ । ୮୦୦ ଭ.ଜା.କୁ.ଗ । ୨୦୦୦ ଭ.ଜା.କୁ.ଗ । ୫୦୦ ଭ.ଜା.କୁ.ଗ । ସ୍ଵାମୀ ପଚାରିଲେ ଏହି ଭ.ଜା.କୁ.ଗ କଣ ଅଟେ? ସ୍ତ୍ରୀ- ଭଗବାନ ଜାଣନ୍ତି କୁଆଡେ ଗଲା ।
ଏପରି ହିସାବ ତ ଆପଣ କେବେ ମଧ୍ୟ ଦେଖିନଥିବେ। ଏଥିପାଇଁ କୁହନ୍ତି ଯେ ସ୍ତ୍ରୀଙ୍କ ଠାରୁ କେବେ ହିସାବ ମାଗିବା ଉଚିତ ନୁହେଁ । ଆଗାମୀ ଥର ଆପଣଙ୍କୁ ଏପରି ଲେଖା ହୋଇଥବା ମିଳେ ତ ଅର୍ଥ ବୁଝିଯିବେ ।
ଯଦି ଆପଣଙ୍କ ସ୍ତ୍ରୀ ଆପଣଙ୍କ କହିବା ମାନନ୍ତି ନାହିଁ ତେବେ…. ତେବେ….. । ଏତେ ଧ୍ୟାନର ସହିତ ପଢିବା ଆବଶ୍ୟକ ନାହିଁ …. କାହାର ମଧ୍ୟ ମାନନ୍ତି ନାହିଁ …. ଏହାର କୌଣସି ଉପଚାର ନାହିଁ ….. ।
ଏ କଥା ଯିଏ ମଧ୍ୟ କହିଛନ୍ତି ବିଲକୁଲ ସତ କହିଛନ୍ତି। ଠାରେ ତ ଆପଣ ଭଗବାନଙ୍କ ଠାରେ ନିଜର କଥା ମନେଇ ପାରିବେ କିନ୍ତୁ ସ୍ତ୍ରୀ ଙ୍କ ଠାରୁ …. କେବେ ନୁହେଁ ।
ପତ୍ନୀ- ହେଇଟି ଶୁଣୁଛ କି , ଦୁଇକିଲୋ ମଟର ନେଇଯିବି କି? ସ୍ଵାମୀ- ହଁ….. ନେଇଯାଅ ଯାହା ଠିକ ଲାଗୁଛି ସେପରି କର । ପତ୍ନୀ- ପରାମର୍ଶ ମାଗୁନି ତୁମର…. ପଚାରୁକି….. ଏତିକି ଛଡେଇ ପାରିବ ନା…. କମ ନେବି
ହା ହା ହା … ଏବେ ସତ କୁହନ୍ତୁ ଆଜି ପର୍ଯ୍ୟନ୍ତ ଆପଣ କେତେ ମଟର ଛଡେଇଛନ୍ତି ।
ଜଜ- ଘରର ମାଲିକ ଘରେ ଥାଇ ମଧ୍ୟ ତୁମେ ଚୋରୀ କଲ କିପରି? ଚୋର- ସାହେବ ଆପଣଙ୍କ ଚାକିରି ମଧ୍ୟ ଭଲ ଅଛି, ଦରମା ମଧ୍ୟ ଭଲ ଅଟେ, ତାହେଲେ ଆପଣ ଏସବୁ ଜାଣିକି କଣ କରିବେ?
ଭଳି ଉତ୍ତର ତ କୌଣସି ସାହସୀ ଚୋର ହିଁ ଦେଇପାରିବ ଯେପରି ଏହି ଲୋକ ଜଣକ ଦେଲେ ।
ଭାରତରେ ଗରମ ସେତେବେଳ ପର୍ଯ୍ୟନ୍ତ ମାନ୍ୟ ନୁହେଁ…. । ଯେତେବେଳ ପର୍ଯ୍ୟନ୍ତ ଟିଭିରେ “ଆୟା ମଉସମ ଥଣ୍ଡେ ଥଣ୍ଡେ Dermicool କା” ବାଲା Ad ନ ଆସିଥିବ ….!
ଏକଥା ତ ସଂପୂର୍ଣ୍ଣ ଠିକ ଅଟେ। ଯେପର୍ଯ୍ୟନ୍ତ ଟିଭିରେ darmicool ର ad ଦେଖା ନଯାଇଛି ସେ ପର୍ଯ୍ୟନ୍ତ ଗ୍ରୀଷ୍ମର ଆସିବାର ଅନୁଭବ ହୁଏ ନାହିଁ ।
ସଞ୍ଜୁ ନିଜର ଗାର୍ଲଫ୍ରେଣ୍ଡଙ୍କର ବାପାଙ୍କୁ ସାକ୍ଷାତ କରିବାକୁ ଗଲା… । ଝିଅର ବାପା- ମୁଁ ଚାହେଁ ନାହିଁ ଯେ ମୋର ଝିଅ ନିଜର ସାରା ଜୀବନ ଏକ ମୂର୍ଖ ବ୍ୟକ୍ତି ସହିତ ବିତାଉ…. । ସଞ୍ଜୁ- ବାସ, ଅଙ୍କଲ, ଏଥିପାଇଁ ତ ମୁଁ ତାକୁ ଏଠାରୁ ନେଇଯିବାକୁ ଆସିଛି । ଦେ ଜୋତା… ଦେ ଚପଲ….।
ଆପଣ ନିଜର ଗାର୍ଲଫ୍ରେଣ୍ଡର ବାପାଙ୍କ ସହିତ ସାକ୍ଷାତ କରିବାକୁ ଯିବେ ତ ସାବଧାନତା ପୂର୍ବକ ଉତ୍ତର ଦେବେ। ଏହି ପ୍ରକାର ର ଉତ୍ତର ହୁଏତ ଆପଣଙ୍କୁ ବିପଦରେ ପକେଇ ନଦେବ ।
ଫ୍ରେଣ୍ଡସ –AsianPaints(ଯାହା ଦୁନିଆର ବଦଳେଇ ଦିଏ)
ଗାର୍ଲଫ୍ରେଣ୍ଡ- EverestMasala (Taste ମେ Best)
ପତ୍ନୀ- MosquitoCoil (କୋଣ କୋଣରୁ ଖୋଜି ମାରେ)
ହା ହା ହା… ବନ୍ଧୁ, ଗାର୍ଲଫ୍ରେଣ୍ଡ ଏବଂ ପତ୍ନୀଙ୍କୁ ପରିଭାଷିତ କରିବାକୁ ଏହାଠାରୁ ଉତ୍ତମ ଉଦାହରଣ କେଉଁଠାରେ ମିଳିବ ନାହିଁ ।
ଗରମରେ ମଦ ଦିନରେ ପିଇବା ଉଚିତ । ପଡିଗଲେ ବି ଲୋକମାନେ ଭାବିବେ…. ବିଚରା କୁ ଚକ୍କର ଆସିଯାଇଥିବ ।
ଏବେ ତ ମଦ ଦିନରେ ମଧ୍ୟ ଉପଭୋଗ କରିବାର ବାହାନା ମିଳିଗଲା ।
ଶାଳି ବାଥରୁମରୁ ସ୍ନାନ କରି ବାହାରିଲା ତ ତାହାର ଭିଣୋଇ ତାଙ୍କୁ ଚାହିଁବାରେ ଲାଗିଲେ । ଶାଳି ରୋମାଣ୍ଟିକ ପ୍ରକାରରେ କହିଲା “ କଣ ଉଦ୍ଦେଶ୍ୟ ଅଟେ?” ଭିଣୋଇ ପାଖକୁ ଆସି ତାକୁ ଜୋରରେ ଦୁଇ ଚାପୁଡା ମାରିଲେ ଏବଂ କହିଲେ “ମୋର ଗରମ ପାଣିରେ କାହିଁକି ଗାଧୋଇଲୁ”?