ଆଜିର ହସକଥା
ସାନ୍ତା- ସକାଳୁ ସକାଳୁ ପଡୋଶିନୀ କହୁଥିଲେ ଯେ ମୋର ପେଟରେ ମୂଷା ଦଉଡୁଛି… । ବାନ୍ତା- ତାପରେ ତୁମେ କଣ କଲ? ସାନ୍ତା- ମୁଁ ତାଙ୍କୁ ମୂଷା ମାରିବାର ଔଷଧ ଦେଇଦେଇଛି । ଦୁଇଘଣ୍ଟା ହେବ ସୋଇଛି, ଧନ୍ୟବାଦ ମଧ୍ୟ କହି ନାହିଁ ….!!!
ସୋନୁ ସ୍କୁଲକୁ ଗଧ ନେଇକି ଆସିଲା । ଶିକ୍ଷକ- ଏହାକୁ କାହିଁକି ଆଣିଛୁ? ସୋନୁ- ମାଡାମ, ଆପଣ ହିଁ ତ କୁହନ୍ତି ଯେ ମୁଁ ବଡ ରୁ ବଡ ଗଧଙ୍କୁ ମଣିଷ କରିଦେଇଛି…. । ତ ମୁଁ ଭାବିଲି ଯେ ଏହାର ମଧ୍ୟ ଭଲ ହୋଇଯାଉ ।
ଶିକ୍ଷକ- ଝିଅମାନେ ଯଦି ପରଧନ ଅଟନ୍ତି ତ ପୁଅ ମାନେ କଣ ହୋଇଥାନ୍ତି? ପପ୍ପୁ- ସାର ପୁଅମାନେ ଚୋର ଅଟନ୍ତି! ଶିକ୍ଷକ – ତାହା କିପରି? ପପ୍ପୁ- କାରଣ, ଚୋର ଙ୍କର ଦ୍ରୁଷ୍ଟି ସବୁବେଳେ ପରଧନ ଉପରେ ଥାଏ….!!!
ପୁଅ ନିଜର ପ୍ରେମକା କୁ । ପୁଅ- କିଛି ଏପରି ଉପହାର ଦିଅ ଯାହାକୁ ମୁଁ ସମ୍ଭାଳି କରି ରଖିପାରିବି। ଝିଅ ନିଜର ଚପଲ ର ତଳ (ସୋଲ) ଦେଇଦେଲା… । ପୁଅ ସେହି ସୋଲ ନେଇକି ବଣିଆ ପାଖକୁ ଗଲା ଏବଂ କହିଲା ଯେ ରୂପା ଫ୍ରେମ ବନେଇକି ସେଥିରେ ଲଗେଇ ଦିଅ…. । ବଣିଆ- ସାର କାଲି ଆସି ନେଇଯିବେ । ଆସନ୍ତା ଦିନ ପୁଅ ସୋଲ ନେବାକୁ ଆସିଲା ତ ବଣିଆକୁ ପଚାରିଲା… । ବଣିଆ- ଏହି ଚପଲ କେଉଁ ବାବାଙ୍କର ଅଟେ? ପୁଅ- ଏହା ମୋର ପ୍ରେମିକାର ଅଟେ। ବଣିଆ- ପଳା ଏଠୁ ଶଳା ମଜନୂ ପୁଅ॥ କାଲି ଠାରୁ ମୋର ସାରା ପରିବାର ଚପଲ କୁ ଚୁମା ଦେଇ ଦେଇ ପାଗଳ ହେଇ ଗଲାଣି ।
ବିବାହର ଏକ ଦିନ ପୂର୍ବରୁ ଭାବୀ ପତ୍ନୀଙ୍କର ମେସେଜ ଆସିଲା… । “ସରି ଆମର ବିବାହ ହୋଇପାରିବ ନାହିଁ କାରଣ ଅନ୍ୟ କେଉଁଠାରେ ଫିକ୍ସ ହେଇଯାଇଛି” । ବର ଟେନସନରେ ଆସିଗଲା… । ତାପରେ ଦ୍ଵିତୀୟ ମେସେଜ ଆସିଲା… “ସରି ବାଇ ମିଷ୍ଟେକ ଆପଣଙ୍କୁ ସେଣ୍ଡ ହେଇଗଲା” । ବର ଏବେ ଆହୁରି ଟେନସନରେ!!
ଜଣେ ଚତୁର ମହିଳା ଫେସବୁକରେ ଲେଖିଲେ… । ମନକୁ ବଶରେ କରିବା ସିଖୁଛି ଆଜିକାଲି… । ଶିମଳା ଯିବାକୁ ମନ ହେଉଛି ତ ସିମଳା ମିର୍ଚ ଖାଇ ଦେଉଛି, ମସୁରୀ ଯିବାର ଇଚ୍ଛା ହେଉଛି ତ ମସୁରି ଡାଲି ଖାଇଦେଉଛି …. । ଏବଂ ଉଦ୍ଧମପୁର ଯିବାର ଇଚ୍ଛା ହେଉଛି ତ ଘରେ ଉଦ୍ଧମ ମଚେଇ ଦେଉଛି
ସାଙ୍ଗ- ପତ୍ନୀ ସହିତ ଝଗଡା ଶେଷ ହେଲା କି । ସ୍ଵାମୀ- ଆଣ୍ଠେଇକି ଚାଲିକି ଆସିଥିଲା ମୋ ପାଖକୁ… ଆଣ୍ଠେଇକି… । ସାଙ୍ଗ- କଣ କହୁଛୁ ରେ । ସ୍ଵାମୀ- ଆଉ ନୁହେଁ ତ କଣ… । ସାଙ୍ଗ- ତାପରେ କଣ କହିଲା । ସ୍ଵାମୀ- କହିଲା ପଲଙ୍କ ତଳୁ ବାହାରକୁ ଆସ… ମୁଁ ଝାଡୁ ରଖିଦେଇଛି… ଏବେ ମାରିବି ନାହିଁ .
ସ୍ଵାମୀ- କଣ ତୁମେ ମୋର ଜୀବନର ଚାନ୍ଦ ହେବ? ପତ୍ନୀ- ଖୁସି ହୋଇ)- ହଁ ସ୍ଵାମୀ…! ସ୍ଵାମୀ- ବହୁତ ଭଲ, ତ ମୋଠାରୁ ୩୮୪୦୦୦ କିଲୋମିଟର ଦୂରରେ ରୁହ…!!! ତାପରେ ସ୍ଵାମୀଙ୍କର ହେଇଛି ଜୋରଦାର ମାଡ.
ଝିଅ ଏଟିଏମ ପାଖରେ ପପ୍ପୁ କୁ କହିଲା… । ଭାଇ ମୋତେ ମୋର ବାଲାନ୍ସ ଚେକ କରିବାର ଅଛି, ଆପଣ ମୋର ସହାୟତା କରନ୍ତୁ। ପପ୍ପୁ ଝିଅକୁ ଏକ ଜୋରରେ ଲାତ ମାରିଲା… ଝିଅ ପଡିଗଲା! ପପ୍ପୁ (ଝିଅ କୁ)- ଆପଣଙ୍କ ବାଲାନ୍ସ ବହୁତ ଖରାପ ଅଟେ…!!! ତାପରେ ଝିଅ ପପ୍ପୁକୁ ଜବରଦସ୍ତ ମାଡ ଦେଲା ।
ସ୍କୁଲରୁ ଆସିବା ପରେ ପପ୍ପୁ ନିଜର ବାପାଙ୍କୁ କହିଲା… । ପପ୍ପୁ- ବାପା ମୋତେ ମାଡାମ ପ୍ରତିଦିନ ପିଟୁଛନ୍ତି । ବାପା- ତୁ ଭୟ ନକର ପୁଅ, ତୁ ତ ସିଂହର ପୁଅ ଅଟେ! ପପ୍ପୁ- ମାଡାମ ମଧ୍ୟ ଏହା କହୁଛନ୍ତି । ବାପା – କଣ? ପପ୍ପୁ- କେଜାଣି କେଉଁ ପଶୁର ପୁଅ ଅଟେ… କିଛି ପଢୁନାହିଁ .