ଆଜିର ହସକଥା
ସାନ୍ତା ଥରେ ନିଜ ଅଟୋର ଗୋଟେ ଚକା ବାହାର କରିବାରେ ଲାଗିଥିଲା,
ତେବେ ବନ୍ତା ସେଠାକୁ ଆସେ ଓ ସାନ୍ତାକୁ ପଚାରେ ଆରେ ସାନ୍ତା, ଏହି ଅଟୋର ଟାୟାର୍ କଣପାଇଁ ବାହାର କରୁଛୁ ?
ସାନ୍ତା ରାଗିକି- ତୋତେ ଦେଖାଯାଉନି କଣ ବୋର୍ଡରେ ଲେଖାଯାଇଛି ପାର୍କିଙ୍ଗ୍ କେବଳ ଦୁଇଚକିଆ ବାହାନ ପାଇଁ ।
ଦିନେ ଚିଣ୍ଟୁକୁ ଉଦାସ ଦେଖିକରି ମିଣ୍ଟୁ ପଚାରିଲା,
ମିଣ୍ଟୁ- କଣ ହେଲା ଉଦାସ କଣ ପାଇଁ ହେଇଛୁ ?
ଚିଣ୍ଟୁ- ବାହାଘର ପୁର୍ବରୁ ମାଗିଥିଲି କି ଏକ ଭଲ ପକାଉଥିବା ସ୍ତ୍ରୀ ଦେବ,
ଜଲଦି ଜଲଦି ପକାଇବା ବାଲା ଖାଇବା କହିବା ଭୁଲିଗଲି ।
ବ୍ୟକ୍ତି ଉଡାଜାହାଜରୁ ଓହ୍ଲାଇଲା …
ତ କବାଟ ପାଖରେ ଠିଆ ହୋଇଥିବା ଏୟାର୍ ହୋଷ୍ଟେସ୍ କହିଲେ କି ଆଶା ଅଛି ଫ୍ଲାଇଟରେ ଆପଣଙ୍କୁ ଘର ପରି ଅନୁଭବ ହୋଇଥିବ,
ବ୍ୟକ୍ତି- ବିଲକୁଲ୍ ନୁହେଁ, ଘରେ ତ କେହି ଶୁଣନ୍ତି ନାହିଁ, ଏଠାରେ ଗୋଟେ ବଟନ୍ ଦବାଇଲେ ଚାରି ଚାରି ଜଣ ଆସିଯାଉଛନ୍ତି ।
ସ୍ୱାମୀ ସ୍ତ୍ରୀ ସପିଙ୍ଗ୍ କରିବାକୁ ବାହାରିଥିଲେ,
ସ୍ୱାମୀ ଜଲଦି କର ଆଜି ୮ ଟାରେ କୁକୁରଙ୍କ ରେସ୍ ଅଛି, ମୋତେ ସେଠାକୁ ଯିବାର ଅଛି,
ସ୍ତ୍ରୀ-ତୁମେ ବି ନା, ଠିକ୍ ସେ ଚାଲିପାରୁନ, ରେସ୍ ଲଗାଇବାର ତୁମକୁ ମନ ହେଉଛି ନାଇଁ ।
ସ୍ତ୍ରୀ ସକାଳୁ ସକାଳୁ ସ୍ୱାମୀକୁ କହିଲା- ମୋର ଅଧା ମୁଣ୍ତ ବିନ୍ଦୁଛି,
ସ୍ୱାମୀ ଭୁଲରେ କହିଦେଲା କି ଯେତେ ହେଉଛି ସେତିକି ହେବ, ତେବେ ଠାରୁ ସ୍ୱାମୀର ପୁରା ଶରୀର ଏବେ ବିନ୍ଦୁଛି ।