ଆଜିର ହସକଥା
ଏକ ୮୮ ବର୍ଷୀୟ ବୟସ୍କ ବ୍ୟକ୍ତିକୁ ଫୋନ୍ ଆସିଲା, ସାର୍ ଆମେ ବ୍ୟାଙ୍କରୁ କହୁଛୁ, ମ୍ୟୁଚୁଆଲ୍ ଫଣ୍ତ ନେଇଯାଆନ୍ତୁ, ସାତ ବର୍ଷରେ ଡବଲ୍ ହୋଇଯିବ ।
ବୟସ୍କ ବୃଦ୍ଧ କହିଲେ- ପୁଅ- ମୁଁ ବୟସର ସେହି ମୋଡ୍ ରେ ଅଛି କି କଦଳି ବି କଞ୍ଚା କିଣିପାରିବି ନାହିଁ ।
ମହିଳା ବାଇକରେ ବସିବା ପରେ ସ୍ୱାମୀର ଜଙ୍ଘରେ ହାତ କଣପାଇଁ ରଖେ । କାରଣ ସ୍ୱାମୀର୍ ପକେଟରୁ ଗୁଟଖା, ତମାଖୁ, ଚୁନର ଡବା ରାସ୍ତାରେ ପଡି ନଯାଉ, ପ୍ରକୃତରେ ପ୍ରେମ ପ୍ରେମ ହିଁ ହୋଇଥାଏ ।
ମାଷ୍ଟର୍- ଚାହୁଁଙ୍ଗା ମେଁ ତୁମ୍ଭେ ସାଞ୍ଜ୍ ସବେରେ ଗୀତର ଲେଖକ କଣ କହିବାକୁ ଚାହୁଁଥିଲେ ?
ପପୁ- ସାର୍ ଏହି ଗୀତର ଲେଖକ ବହୁତ ଚାଲାକ୍ ଥିଲେ, ସେ ଜାଣିଥିଲେ କି ଦ୍ୱିପହରରେ ବହୁତ ଗର୍ମୀ ହେଉଛି ।
ଶିକ୍ଷକ- ଦୁର୍ଭାଗ୍ୟ ଓ ଦୁର୍ଦଶାରେ ଫର୍କ କଣ ଅଛି ?
ଛୁଆ- ସାର୍ ଯଦି ଏହି ସ୍କୁଲରେ ନିଆଁ ଲାଗିଗଲା ତେବେ ସ୍କୁଲର ହାଲତ୍ ଖରାପ ହୋଇଯିବ ,ତେବେ ଏହାକୁ ଆପଣ କହିପାରିବେ ଦୁର୍ଦଶା, ଓ ଏତେ ନିଆଁ ଲାଗିଲେ ଆପଣ ବଞ୍ଚିଗଲେ ତେବେ ଏହା ହେବ ଆମ ପାଇଁ ଦୁର୍ଭାଗ୍ୟ ।
ଶିକ୍ଷକ- ବେହୋସ୍ ।
ପୁଅ- ମୁଁ ଆପଣଙ୍କ ଝିଅକୁ ବିବାହ କରିବାକୁ ଚାହୁଁଛି ।
ମଉସା- କଣ କରୁଛ?
ପୁଅ- ବାବୁ ଅଛି,
ମଉସା- ଭଲ କେଉଁ ବିଭାଗରେ ?
ପୁଅ- ଆପଣଙ୍କ ଝିଅର ବାବୁ ଅଛି,
ମଉସା- ଶଳା ଯାଉଛୁ ନା ଦେଖିବୁ ଏବେ !