??? ଆଜିର ହସ କଥା ???
?୧) ଟ୍ରେନରେ ସତର୍କ ବୋର୍ଡରେ ଲେଖା ହୋଇଥିଲା କି ବିନା ଟିକେଟ୍ ରେ ଯାତ୍ରା କରୁଥିବା ଯାତ୍ରୀ ଏବେ ହୋସିୟାର୍ , ସର୍ଦାରଜୀ ଏତିକି ଲାଇନ୍ ପଢିକରି ବେଚିନ୍ତା ହୋଇଗଲେ, କହିଲେ ଏମିତି କି କଥା ବିନା ଟିକେଟ୍ ରେ ଯାତ୍ରା କରୁଥିବା ଲୋକ ହୋସିଆର୍ , ଆମେ ତ ଟିକେଟ୍ ନେଇଛୁ ତେବେ ଆମେ କଣ ମୁର୍ଖ ।
?୨) ବିବାହ ପୁର୍ବରୁ ପୁଅ ଝିଅକୁ ପ୍ରମିଜ୍ କରିଥିଲା କି ମୁଁ ତୋତେ ଚନ୍ଦ୍ର ତାରା ଦେବି, ଝିଅକୁ ବିବାହ କରିନେଲା ଓ ତାର ଏକ ଛୁଆ ହେଲା, ନାଁ ରଖିଦେଲା ତାରାଚନ୍ଦ, ଏହାକୁ କହନ୍ତି କି ପ୍ରାଣ ଯାଉ କିନ୍ତୁ ବଚନ ନ ଯାଉ ।
?୩) ମୁଁ ଏମିତି ଉଦାସରେ ବସି ପାଣିରେ ପଥର ମାରୁଥିଲି, ଅଚାନକ ଏକ ବେଙ୍ଗ ବାହାରିଲା ଓ କହିଲା ପାଣିକୁ ଥରେ ଆସେ ତୋର ଉଦାସି ଛଡେଇଦେବି, ତୋର ଘର ବାଲି ଚକ୍କରରେ ତୁ ମୋର ବାଲି ମୁଣ୍ତକୁ ଫଟାଇଦେଲୁ ।
?୪) ସାନ୍ତା- ସାଙ୍ଗ ମୋର ବୋର୍ଡ ପରିକ୍ଷା ଆରମ୍ଭ ହେବାକୁ ଯାଉଛି !
ବାନ୍ତା- ଏବେ ତାହେଲେ ଡରୁଛୁ କଣ ପାଇଁ ?
ସାନ୍ତା- ସମସ୍ତେ କହନ୍ତି କି ଦଶମ ପରୀକ୍ଷା ହିଁ ସବୁଠାରୁ ଗୁରୁତ୍ୱପୁର୍ଣ୍ଣ !
ବାନ୍ତା-ଆବେ ବେଶୀ ଟେନସନ୍ ନେ ନି, ୧୦ ମ ମାର୍କସିଟ୍ ତ ଖାଲି ଜନ୍ମତିଥି ଦେଖିବାରେ କାମ ଆସେ ।
?୫) ବୀମା କମ୍ପାନୀର ଏକ ଏଜେଣ୍ଟକୁ ଜଣେ ସାହେବ୍ ପଚାରିଲେ- ଯଦି ମୁଁ ନିଜ ସ୍ତ୍ରୀର ବୀମା କରାଇବି ତେବେ କାଲି ସେ ମରିଯାନ୍ତି ତାହେଲେ ମୋତେ କଣ ମିଳିବ ?
ବିମା ଏଜେଣ୍ଟ ଵାଲା ଲମ୍ବା ନିଶ୍ୱାସ ନେଇ- ଜେଲ୍ କିମ୍ବା ଫାଶି ।