ପିମ୍ପୁଡ଼ି ତ ଗୋଟିଏ
ଜାଗାକୁ କାମୁଡେ
କିନ୍ତୁ
ପୁରା ଶରୀର କୁ କାହିଁକି କଷ୍ଟ ହୁଏ
ବନ୍ଧୁ
ତୁମର ଛୋଟିଆ ଛୋଟିଆ କଥା
ପୁରା ଶରୀର କୁ ବାଧେ
କାହିଁକି ନା
ଦେହ ଭିତରୁ ପାଟିଟି ଛୋଟ
କିନ୍ତୁ
ପୁରା ଶରୀର କୁ କଷ୍ଟ ଦିଏ
ଛୋଟିଆ ବୋଲି ଦେଖି ହସ
ସମୟ ଆସିଲେ ଦେବି ଚୋଟ
?????????
?ଜୟ ଜଗନ୍ନାଥ ?
Post Views: 174