ଯେଉଁମାନଙ୍କ ଶରୀରରେ ରହିଥାଏ ଏହି ୪ଟି ଚିହ୍ନ ସେମାନଙ୍କ ଭାଗ୍ୟରେ ଥାଏ ଅପାର ଧନ ପ୍ରାପ୍ତିର ସୁଖ
ମଣିଷ ଶରୀରର ଏହି ୪ଟି ଚିହ୍ନ ସେମାନଙ୍କୁ କରି ଦେଇଥାଏ ମହା ଧନୀ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କ ସହିତ ସେହି ସବୁ ସଂମ୍ପର୍କରେ ସଂମ୍ପର୍ଣ୍ଣ ଭାବେ କଥା ହେବାକୁ ଆସିଛୁ । ସେମିତିରେ ଶାସ୍ତ୍ର ରେ ମନୁଶ୍ୟ ଶରୀର ର ବିଭିନ୍ନ ଅଙ୍ଗ ବିଷୟ ରେ ବହୁତ କିଛି କଥା କୁହା ଜାଇଛି । ଯଦି ଆମେ ସମୁଦ୍ର ଶାସ୍ତ୍ର ଅନୁସାରେ କହିବା ତେବେ ମନୁଶ୍ୟ ଶରୀର ରେ ପ୍ରତ୍ୟେକ ଅଙ୍ଗ ତା ବିଷୟ ରେ ସବୁ କିଛି କହି ଥାଏ ।
ସେମିତିରେ ଆମେ ଆଜି ଆପଣ ମାନଙ୍କୁ ସେହି ସବୁ ଚିହ୍ନ ବିଷୟ ରେ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ ଯେଉଁ ଚିହ୍ନ ଯଦି ଆପଣ ମାନଙ୍କ ଶରୀରର କୈଣସି ଅଙ୍ଗ ରେ ରହି ଥାଏ । ତେବେ ଆପଣ ମାନେ ନିଶ୍ଚିତ ଭାବେ ଧନୀ ହେବେ ଏବଂ ଆପଣ ମାନଙ୍କ ଭାଗ୍ୟ ପରିବର୍ତନ ହେବ ।
ପ୍ରଥମରେ :
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତିର ହାତର ମଧ୍ୟ ଭାଗରେ ରଥ, ଚକ୍ର, ବାଣ କିମ୍ବା ଧ୍ୱଜ ଆଦିର ଦାଗ ରହିଥାଏ; ସେହି ଲୋକଙ୍କୁ ଅଧିକ ସୁଖସମୃଦ୍ଧି ମିଳିଥାଏ । ଏହିଭଳି ଲୋକମାନଙ୍କ ଜନ୍ମ ଅନ୍ୟ ଲୋକ ମାନଙ୍କ ପ୍ରତି ଶାସନ କରିବା ପାଇଁ ହୋଇଥାଏ । ଏମାନଙ୍କର ସମାଜରେ ପ୍ରତିଷ୍ଠା ଲାଗି ରହିଥାଏ । ଏହି ଲୋକ କୌଣସି ବି ବ୍ୟକ୍ତିର ହୃଦୟକୁ ସହଜରେ ବୁଝି ପାରିଥାନ୍ତି । ତାଙ୍କର ଦାମ୍ପତ୍ୟ ଜୀବନରେ ସଦାସର୍ବଦା ତାଳମେଳ ଏବଂ ଭଲ ପାଇବା ଲାଗି ରହିଥାଏ । ଏମାନଙ୍କୁ ବେପାର ବାଣିଜ୍ୟ, ଚାକିରିରେ ଅଧିକ ଉନ୍ନତି ମିଳିଥାଏ । ଏମାନେ ଯେଉଁ କାମରେ ହାତ ଦେଇଥାନ୍ତି; ସେହି କାମରେ ସଫଳତା ମିଳିଥାଏ । କହିବାକୁ ଗଲେ ଏହି ଲୋକଙ୍କର ଭାଗ୍ୟରେ ଧନୀ ହେବାର ସୁଯୋଗ ରହିଥାଏ ।
ଦୁଇରେ :
ଯଦି ଆପଣଙ୍କ ହାତ ପାପୁଲିର ମଧ୍ୟ ଭାଗରେ କଳାଜାଇ ରହିଥାଏ, ତେବେ ଏହା ଆପଣଙ୍କ ପାଇଁ ବହୁତ ଶୁଭଦାୟକ ହୋଇଥାଏ । ଏହି ବ୍ୟକ୍ତିମାନେ ଧନବାନ ଏବଂ ହୃଦୟରୁ ବହୁତ ଭଲ ହୋଇଥାନ୍ତି । ଏହି ଲୋକମାନଙ୍କୁ ଜୀବନରେ ବହୁତ ସଂଘର୍ଷ କରିବାକୁ ପଡିଥାଏ । କିନ୍ତୁ ଦିନେ ନା ଦିନେ ଏମାନଙ୍କୁ ସଫଳତା ମଧ୍ୟ ମିଳିଥାଏ । ସାମାଜିକ ରୂପରେ ସେମାନଙ୍କ ମାନ-ସମ୍ମାନ ପ୍ରାପ୍ତ କରିଥାନ୍ତି । ଏମାନେ ନିଜ ପରିବାରର ସମସ୍ତଙ୍କ ଠାରୁ ଅଧିକ ସ୍ନେହୀ ହୋଇଥାନ୍ତି । ଏମାନଙ୍କ ସାଥି ବା ବନ୍ଧୁ ମାନଙ୍କ ପ୍ରତି ସମ୍ବନ୍ଧ ଯୋଡ଼ି ରହିଥାଏ । ଏମାନେ ଅଧିକ ରୋମାଣ୍ଟିକ ସ୍ଵଭାବର ହୋଇଥାନ୍ତି ।
ତିନିରେ :
ଯେଉଁ ମାନଙ୍କ ପାଦର ତଳ ଭାଗରେ ତିଳ ବା ଚକ୍ର ରହିଥାଏ, ସେହି ବ୍ୟକ୍ତି ବହୁତ ବଡ଼ ଶାସକ ବୋଲି ମନେ କରାଯାଇଥାଏ । ସେହି ବ୍ୟକ୍ତିକୁ ସମସ୍ତ ପ୍ରକାରର ସୁଖ ଏବଂ ଯଶ ପ୍ରାପ୍ତ ହୋଇଥାଏ । ସ୍ୱତନ୍ତ୍ର ରୂପରେ ଜୀବନରେ ଆଗକୁ ବଢି ଚାଲିବା ତାଙ୍କର ଏକମାତ୍ର ଲକ୍ଷ୍ୟ ରହିଥାଏ । ସେମାନେ ନିଜ ଲକ୍ଷ୍ୟର ପୂର୍ତ୍ତି ପାଇଁ ସମସ୍ତ ପ୍ରକାର କଠିନ ତପସ୍ୟା କରିଥାନ୍ତି । ଏହିଭଳି ଲୋକମାନଙ୍କର ସମାଜରେ ଅଧିକତର ଉଚ୍ଚ ପ୍ରତିଷ୍ଠା ପାଉଥିଲେ । ଧନର ମାମଲାରେ ଏମାନେ ଅଧିକ ଖୁସି ଓ ସୌଭାଗ୍ୟ ସମ୍ପର୍ଣ୍ଣ ବ୍ୟକ୍ତି ହୋଇଥାଆନ୍ତି । ଏମାନଙ୍କୁ ଧନ ନିଜର ବାପାଙ୍କ ଠାରୁ କିମ୍ବା ଦାଦାଙ୍କ ଠାରୁ ବରଦାନ ରୂପରେ ମିଳିଥାଏ । ଏମାନେ ସମସ୍ତ କାମ ମନ ଲଗେଇ କରିଥାନ୍ତି । ଦିନେ ନା ଦିନେ ସଫଳତା ହାସଲ କରିଥାନ୍ତି ।
ଶେଷରେ :
ଯେଉଁ ମାନଙ୍କ ଗୋଡର ତଳଳିିପାରେ କଳାଜାୟୀ ରହି ଥାଏ । ସେମାନେ ବହୁତ ଭଲ ଶାସକ ହୋଇଥାନ୍ତି । ସ୍ଵତନ୍ତ୍ର ରୂପରେ ଜୀବନରେ ଆଗକୁ ବଢିବା ଏମାନଙ୍କର ଲକ୍ଷ ହୋଇଥାଏ । ଏମାନେ ନିଜର ଲକ୍ଷ ହାସଲ କରିବା ପାଇଁ କଠିନ ପରିଶ୍ରମ କରିଥାନ୍ତି । ଏମାନଙ୍କୁ ତାଙ୍କର ଭାଗ୍ୟର ସଂପୂର୍ଣ୍ଣ ସହାୟତା ମିଳିଥାଏ, ଯାହା ଦ୍ୱାରା ଏମାନେ ସଫଳ ମଧ୍ୟ ହୋଇଥାନ୍ତି । ତେବେ ଆପଣ ମାନେ ଏହି ଠାରୁ ନିଶ୍ଚିତ ଭାବେ ସଂମ୍ପର୍ଣ୍ଣ ଭାବେ ଜାଣି ପାରିବେ ଆମ ଶରୀର ରେ କେଉଁ ଚି୍ହ୍ନ ରହିଲେ କଣ ଲାଭ ହୋଇ ଥାଏ ।
ବନ୍ଧୁଗଣ ନମସ୍କାର । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।