ରାଜ୍ୟରେ ୨୬ ଏଚ୍ଏଫ୍ଏମ୍ଡି ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ୨୬ ଏଚ୍ଏଫ୍ଏମ୍ଡି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୟାପିଟାଲ ହସ୍ପିଟାଲରୁ ୨୪ ଜଣ ଚିହ୍ନଟ ହୋଥିବା ବେଳେ ଏସ୍ସିବିରେ ୨ ଜଣ ରହିଛନ୍ତି । ଆରଏମ୍ଆରସିକୁ ପଠାଯାଇଥିବା ୩୬ଟି ନମୁନାରୁ ବର୍ତ୍ତମାନ ସୁଦ୍ଧା ୪ ଜିଲାରୁ ବାହାରିଛନ୍ତି ଆକ୍ରାନ୍ତ ଶିଶୁ ।
ଏସବୁ ଆକ୍ରାନ୍ତ ଦେଶବ୍ୟାପୀ ଚର୍ଚା ହେଉଥିବା ଟମାଟୋ ଫ୍ଲୁ ସହିତ କୌଣସି ସଂପର୍କ ନ ଥିବା କୁହାଯାଇଛି । ଓଡ଼ିଶାରେ ଟମାଟୋ ଫ୍ଲୁରେ କୌଣସି ଶିଶୁ ଆକ୍ରାନ୍ତ ହୋଇ ନାହାନ୍ତି ।