ଶ୍ରୀମନ୍ଦିର ସୁରକ୍ଷା କରିଡ଼ର ବାଡ଼ରେ ଶୁଖୁଛି ଲୁଗା
ପୁରୀ : ପୁରୀ ହେବ ବିଶ୍ୱସ୍ତରୀୟ ଐତିହ୍ୟ ସହର ମନ୍ଦିର ଚାରିପଟେ ଚାରିଚକିଆ ଗାଡ଼ି ଓ ଦମକଳ ଗାଡ଼ି ବୁଲିବା ପାଇଁ ରାସ୍ତା ପ୍ରସସ୍ଥ ହେଉଛି । ବିଦ୍ୟୁତ୍ ଆଲୋକରେ ଝଲମଲ ହେବ ଶ୍ରୀମନ୍ଦିର ଭିତର ଓ ବାହାର । ଏ ସବୁ ସତ୍ୱେ ବର୍ଷା ହେଲେ ଚାରିପଟ ଖୋଲା ଥିବାରୁ ଭକ୍ତମାନେ ବର୍ଷାରେ ଭିଜୁଛନ୍ତି । ପରେ ମହିଳାମାନେ ସେମାନଙ୍କର ଓଦା ଲୁଗା ଶ୍ରୀମନ୍ଦିର ପାଖରେ ଥିବା ବ୍ୟାରିକେଟରେ ଶୁଖାଉଥିôବା ଦେଖିବାକୁ ମିଳିଛି ।