ବାଲେଶ୍ୱର ଜିଲା କଂଗ୍ରେସ ପକ୍ଷରୁ ଦଳୀୟ ଜିଲା ପରିଷଦ ପ୍ରାର୍ଥୀମାନଙ୍କ ତାଲିକା ଘୋଷିତ
ବାଲେଶ୍ୱର : ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ଚାଲିଥିବା ବେଳେ ବୁଧବାର ପୂର୍ବାହ୍ନରେ ବାଲେଶ୍ୱର ଜିଲା କଂଗ୍ରେସ କମିଟି ସଭାପତି ସଞ୍ଜୀବ ଗିରି ଦଳୀୟ ଜିଲା ପରିଷଦ ପ୍ରାର୍ଥୀମାନଙ୍କ ନାମ ତାଲିକା ଘୋଷଣା କରିଛନ୍ତି ।
୧ ନଂ ଜୋନ୍ରୁ ଦଳ ସୁବାଷ ଚନ୍ଦ୍ର ଝରିଆଲ୍ (ଏସ୍ଟି)ଙ୍କୁ ପ୍ରାର୍ଥୀ କରିଥିବା ବେଳେ ୨ନଂ ଜୋନ୍ରେ ପୁତୁଲ ମୁର୍ମୁ (ମହିଳା), ୩ନଂ ଜୋନ୍ ଅଶୋକ କୁମାର ଜେନା (ଅଣସଂରକ୍ଷିତ), ୪ନଂ ଜୋନ୍ ପ୍ରଶାସ୍ତ ପାତ୍ର, ୫ନଂ ଜୋନ୍ ବସନ୍ତ କୁମାର ଦତ (ଅଣ ସଂରକ୍ଷିତ), ୬ନଂ ଜୋନ୍ ବୀଣାପାଣି ଶୁକ୍ଳ (ଅଣସଂରକ୍ଷିତ), ୭ନଂ ଜୋନ ମନୀକା ମାରାଣ୍ଡି (ଏସ୍ଟି, ମହିଳା), ୮ନଂ ଜୋନ୍ ସୂର୍ଯ୍ୟ ସୋରେନ୍ (ଏସ୍ଟି), ୯ନଂ ଜୋନ୍ ଅଞ୍ଜଳି ବେହେରା (ମହିଳା), ୧୦ନଂ ଜୋନ୍ ରେଣୁକା ଜେନା (ଏସ୍ସି, ମହିଳା), ୧୧ନଂ ଜୋନ୍ କରୁଣାକର ମାଝୀ (ଏସ୍ଟି), ୧୨ନଂ ଜୋନ୍ ରୁକ୍ମଣୀ ସିଂ (ଏସଟି, ମହିଳା), ୧୩ ନଂ ଜୋନ୍ ବିଶ୍ୱଜିତ୍ ପଣ୍ଡା (ଅଣସଂରକ୍ଷିତ), ୧୪ନଂ ଜୋନ୍ ବାସନ୍ତୀ ପ୍ରଧାନ (ମହିଳା), ୧୫ନଂ ଜୋନ୍ କବିତା ସିଂ (ଏସଟି, ମହିଳା), ୧୬ନଂ ଜୋନ୍ ମିନତୀ ବାରିକ୍ (ମହିଳା), ୧୭ନଂ ଜୋନ୍ ଗୀତାରାଣୀ ଜେନା (ମହିଳା), ୧୮ନଂ ଜୋନ୍ କାଶୀନାଥ ଦାସ (ଏସ୍ସି), ୧୯ନଂ ଜୋନ୍ ସବିତା ମଲ୍ଲିକ ( ଏସ୍ସି, ମହିଳା) ୨୦ନଂ ଜୋନ୍ ସାଧୁଚରଣ ପରିଡ଼ା (ଅଣସଂରକ୍ଷିତ), ୨୧ନଂ ଜୋନ୍ ବିନତୀ ରାଣୀ ଜେନା (ଏସସି, ମହିଳା), ୨୨ନଂ ଜୋନ୍ ମୃତ୍ୟୁଞ୍ଜୟ ଧଳ (ଏସସି), ୨୩ନଂ ଜୋନ୍ ସୁଶାନ୍ତ କୁମାର ପାତ୍ର(ଏସସି), ୨୪ନଂ ଜୋନ୍ ବାହାଜୀ ଦେହୁରୀ (ଏସଟି), ୨୫ନଂ ଜୋନ୍ କୃଷ୍ଣ ଦାସ (ଏସସି), ୨୬ନଂ ଜୋନ୍ ରିଙ୍କି ରାଉତ (ମହିଳା), ୨୭ ନଂ ଜୋନ୍ ରେଣୁବାଳା ଘୋଢ଼େଇ (ଏସସି, ମହିଳା), ୨୮ନଂ ଜୋନ୍ କରୁଣାକର ଜେନା (ଏସସି), ୨୯ ନଂ ଜୋନ୍ ଗୟାପ୍ରସାଦ ଦାସ (ଅଣସଂରକ୍ଷିତ), ୩୦ନଂ ଜୋନ୍ ଅଜିତ୍ କୁମାର କମିଳା (ଅଣସଂରକ୍ଷିତ), ୩୧ନଂ ଜୋନ୍ ମୀନାରାଣୀ ସୁର (ମହିଳା), ୩୨ ନଂ ଜୋନ୍ ଉମାରାଣୀ ଦାସ (ମହିଳା), ୩୩ ନଂ ସନ୍ତୋଷ କୁମାର ଜେନା, ୩୪ନଂ ଜୋନ୍ ଗୌରୀ ରାଣୀ ଦାସ (ମହିଳା), ୩୫ନଂ ଜୋନ୍ ସସ୍ମିତା ମଙ୍ଗଳ (ଏସଟି, ମହିଳା), ୩୬ନଂ ଜୋନ୍ ସ୍ମାରକ ଦାଶ (ଅଣସଂରକ୍ଷିତ), ୨୭ନଂ ଜୋନ୍ ମୀରାରାଣୀ ମିର୍ଦ୍ଧା (ମହିଳା), ୩୮ନଂ ଜୋନ୍ ସତ୍ୟବତୀ ଦାସ (ମହିଳା), ୩୯ନଂ ଜୋନ୍ ଶକୁନ୍ତଳା ଦାସ (ମହିଳା), ୪୦ ନଂ ଜୋନ୍ ସୁଭଦତ ପାଢ଼ୀ (ଅଣସଂରକ୍ଷିତ), ୪୧ ନଂ ରାଜଶ୍ରୀ ଦାସ, ୪୨ନଂ ଜୋନ୍ ଅଜିତ୍ କୁମାର ମଲ୍ଳିକ (ଅଣସଂରକ୍ଷିତ), ୩୪ନଂ ଜୋନ୍ ରେବୀତ ଜେନା (ମହିଳା), ୪୪ ନଂ ଜୋନ୍ ପଦ୍ମନାଭ ନାୟକ (ଅଣସଂରକ୍ଷିତ) ଏବଂ ୪୫ନଂ ଜୋନ୍ ସତ୍ୟନାରାୟଣ ମହାପାତ୍ର (ଅଣସରଂକ୍ଷିତ)ଙ୍କୁ ପ୍ରାର୍ଥୀ କରାଯାଇଥିବା ଜିଲା ସଭାପତି ଶ୍ରୀ ଗିରି ସୂଚନା ଦେଇଛନ୍ତି । ତେବେ ୩୩ ନଂ ଏବଂ ୪୧ ନଂ ଜିଲା ପରିଷଦ ଜୋନ୍ ପ୍ରାର୍ଥୀ ସମ୍ପର୍କରେ ଗୁରୁବାର ସୂଚନା ଦିଆଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି ।